Luke 5:23 — Compare Translations

7 translations compared side by side

Odia - 1840
"କଅଣ କହିବା ସରଳ? ପକ୍ଷାଘାତ ରୋଗୀଟିକୁ କହିବା ଯେ 'ତୁମ୍ଭ ପାପ କ୍ଷମା କରି ଦିଆଗଲା' ନା ଏକଥା କହିବା ଯେ ଉଠ ଓ ଚାଲ?'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କଅଣ ସହଜ? ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, ବା, ଉଠ, ଚାଲ ବୋଲି କହିବା?
Odia BSI (ପବିତ୍ର ବାଇବଲ (CL) NT (BSI))
‘ତୁମର ପାପସବୁ କ୍ଷମା ହୋଇଛି’ ବୋଲି କହିବା ସହଜ ନା, ‘ଉଠି ଚାଲ’ ବୋଲି କହିବା ସହଜ?
Odia Bible ERV 2004 (ପବିତ୍ର ବାଇବଲ)
କଅଣ କହିବା ସରଳ? ପକ୍ଷାଘାତ ରୋଗୀଟିକୁ କହିବା ଯେ ‘ତୁମ୍ଭ ପାପକ୍ଷମା କରି ଦିଆଗଲା’ ନା ଏ କଥା କହିବା ଯେ ଉଠ ଓ ଗ୍ଭଲ?’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କଅଣ ସହଜ? ‘ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା,’ ବା, ‘ଉଠ, ଚାଲ ବୋଲି କହିବା?’
Odia IRV 2017 (ଓଡିଆ ବାଇବେଲ)
କ'ଣ ସହଜ? ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, ବା, ଉଠ, ଚାଲ ବୋଲି କହିବା?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ತುಜೆ ಪಾಪ್ ಮಾಪ್ ಹೊಲೆ” ಮನ್ತಲೆ ಸಸಾರ್ ಕಾಯ್, “ಉಟ್ ಅನಿ ಚಲ್ ಮನ್ತಲೆ ಕಾಯ್?”