Luke 5:4 — Compare Translations
7 translations compared side by side
Odia - 1840
"ଉପଦେଶ ଦଇେ ସାରିବା ପରେ ଯୀଶୁ ଶିମାନଙ୍କେୁ କହିଲେ, ଡଙ୍ଗାକୁ ଗଭୀର ଜଳକୁ ନଇେ ଚାଲ। ପାଣି ରେ ତୁମ୍ଭେ ସମସ୍ତେ ଯଦି ତୁମ୍ଭମାନଙ୍କର ଜାଲ ପକଇବେ, ତବେେ କିଛି ମାଛ ଧରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ କଥା ଶେଷ କରି ଶିମୋନଙ୍କୁ କହିଲେ, ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ତୁମ୍ଭମାନଙ୍କର ଜାଲ ପକାଅ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଶିକ୍ଷା ଶେଷ କରିବା ପରେ ସେ ଶିମୋନଙ୍କୁ କହିଲେ, “ନୌକାଟିକୁ ଆହୁରି ଗଭୀର ଜଳକୁ ଠେଲି ନିଅ ଏବଂ ତୁମେ ଓ ତୁମର ବନ୍ଧୁମାନେ ମାଛ ଧରିବା ପାଇଁ ଜାଲ ପକାଅ।”
Odia Bible ERV 2004 (ପବିତ୍ର ବାଇବଲ)
ଉପଦେଶ ଦେଇ ସାରିବା ପରେ ଯୀଶୁ ଶିମୋନଙ୍କୁ କହିଲେ, “ଡଙ୍ଗାକୁ ଗଭୀର ଜଳକୁ ନେଇ ଗ୍ଭଲ। ପାଣିରେ ତୁମ୍ଭେ ସମସ୍ତେ ଯଦି ତୁମ୍ଭମାନଙ୍କର ଜାଲ ପକେଇବ, ତେବେ କିଛି ମାଛ ଧରିବ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ କଥା ଶେଷ କରି ଶିମୋନଙ୍କୁ କହିଲେ, “ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ତୁମ୍ଭମାନଙ୍କର ଜାଲ ପକାଅ।”
Odia IRV 2017 (ଓଡିଆ ବାଇବେଲ)
ସେ କଥା ଶେଷ କରି ଶିମୋନଙ୍କୁ କହିଲେ, ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ତୁମ୍ଭମାନଙ୍କର ଜାଲ ପକାଅ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಚೆ ಶಿಕ್ವುನ್ ಸರಲ್ಲ್ಯಾ ತನ್ನಾ ಜೆಜುನ್ ಸಿಮಾವಾಕ್,“ಢೊನ್ ಅನಿ ಉಲ್ಲಿಶಿ ಫಿಡೆ ಲೊಟ್ ಉಲ್ಲ್ಯಾಸ್ಯಾ ಖೊಲ್ ಪಾನಿಯಾತ್, ಅನಿ ತಿಯಾ ಅನಿ ತುಜೆ ವಾಂಗ್ಡಿ ತುಮ್ಚಿ ಜಾಳಿ ಘಾಲಾ” ಮನುನ್ ಸಾಂಗ್ಲ್ಯಾನ್.