Luke 5:9 — Compare Translations
6 translations compared side by side
Odia - 1840
"ଶିମାନେ ପିତର ଏହା ଦେଖି ଯୀଶୁଙ୍କ ପାଦତଳେ ପଡିଯାଇ କହିଲେ, ହେ ପ୍ରଭୁ! ତୁମ୍ଭେ ମାେ ପାଖରୁ ଚାଲିଯାଅ। ମୁଁ ଜଣେ ପାପୀ ମଣିଷ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ସେମାନେ ସେହି କ୍ଷେପରେ ଏତେ ମାଛ ଧରିଥିଲେ ଯେ, ତାହା ଦେଖି ସେ ଓ ତାଙ୍କ ସଙ୍ଗୀ ସମସ୍ତେ ବିସ୍ମୟାନ୍ଵିତ ହେଲେ;
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ଓ ତାଙ୍କ ସହିତ ଥିବା ଅନ୍ୟମାନେ ସମସ୍ତେ ଏତେ ମାଛ ଧରିପାରି ଥିବାରୁ ବିସ୍ମିତ ହେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ସେମାନେ ଏତେ ମାଛ ଧରିଥିଲେ ଯେ, ତାହା ଦେଖି ସେ ଓ ତାହାଙ୍କ ସଙ୍ଗୀ ସମସ୍ତେ ଆଶ୍ଚର୍ଯ୍ୟ ହେଲେ;
Odia IRV 2017 (ଓଡିଆ ବାଇବେଲ)
କାରଣ ସେମାନେ ଏତେ ମାଛ ଧରିଥିଲେ ଯେ, ତାହା ଦେଖି ସେ ଓ ତାହାଙ୍କ ସଙ୍ଗୀ ସମସ୍ତେ ଆଶ୍ଚର୍ଯ୍ୟ ହେଲେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತವ್ಡ್ಯಾ ಲೈ ಮಾಸೊಳ್ಯಾ ಬಗುನ್ ಸಿಮಾವ್ ಪೆದ್ರು, ಅನಿ ತೆಚೆ ವಾಂಗ್ಡಿ ಅಜಾಪ್ ಹೊಲೆ.