Luke 6:18 — Compare Translations
7 translations compared side by side
Odia - 1840
"ସମାନେେ ଯୀଶୁଙ୍କ ଉପଦେଶ ଶୁଣିବାକୁ ଓ ସୁସ୍ଥ ହବୋକୁ ସଠାେକୁ ଆସିଥିଲେ। ଯେଉଁମାନେ ଦୁଷ୍ଟାତ୍ମା ୟୋଗୁ କଷ୍ଟ ପାଉଥିଲେ, ସମାନେେ ସଠାେକୁ ଆସି ସୁସ୍ଥ ହାଇଗେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ ତାହାଙ୍କ ବାକ୍ୟ ଶୁଣିବାକୁ ଓ ଆପଣା ଆପଣା ରୋଗରୁ ସୁସ୍ଥ ହେବାକୁ ଆସିଥିଲେ, ଆଉ ଯେଉଁମାନେ ଅଶୁଚି ଆତ୍ମାଗୁଡ଼ାକ ଦ୍ଵାରା କ୍ଳେଶ ଭୋଗୁଥିଲେ, ସେମାନେ ସୁସ୍ଥ କରାଗଲେ;
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ତାଙ୍କର ଶିକ୍ଷା ଶୁଣିବାକୁ ଓ ନିଜ ନିଜ ରୋଗରୁ ସୁସ୍ଥ ହେବା ପାଇଁ ଆସିଥିଲେ। ଯେଉଁମାନେ ଭୂତଗ୍ରସ୍ତ ହୋଇ କଷ୍ଟ ପାଉଥିଲେ, ସେମାନେ ମଧ୍ୟ ଆସି ସୁସ୍ଥ ହେଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ଯୀଶୁଙ୍କ ଉପଦେଶ ଶୁଣିବାକୁ ଓ ସୁସ୍ଥ ହେବାକୁ ସେଠାକୁ ଆସିଥିଲେ। ଯେଉଁମାନେ ଦୁଷ୍ଟାତ୍ମା ଯୋଗୁଁ କଷ୍ଟ ପାଉଥିଲେ, ସେମାନେ ସେଠାକୁ ଆସି ସୁସ୍ଥ ହୋଇଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ତାହାଙ୍କ ବାକ୍ୟ ଶୁଣିବାକୁ ଓ ଆପଣା ଆପଣା ରୋଗରୁ ସୁସ୍ଥ ହେବାକୁ ଆସିଥିଲେ, ଆଉ ଯେଉଁମାନେ ଅଶୁଚି ଆତ୍ମାଗୁଡ଼ାକ ଦ୍ୱାରା କଷ୍ଟ ପାଉଥିଲେ, ସେମାନେ ସୁସ୍ଥ କରାଗଲେ;
Odia IRV 2017 (ଓଡିଆ ବାଇବେଲ)
ସେମାନେ ତାହାଙ୍କ ବାକ୍ୟ ଶୁଣିବାକୁ ଓ ଆପଣା ଆପଣା ରୋଗରୁ ସୁସ୍ଥ ହେବାକୁ ଆସିଥିଲେ, ଆଉ ଯେଉଁମାନେ ଅଶୁଚି ଆତ୍ମାଗୁଡ଼ାକ ଦ୍ୱାରା କଷ୍ଟ ପାଉଥିଲେ, ସେମାନେ ସୁସ୍ଥ କରାଗଲେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ, ಜೆಜುನ್ ಸಿಕ್ವುತಲೆ ಆಯ್ಕುಕ್, ಅನಿ ಅಪ್ನಾಚ್ಯಾ ರೊಗಾನಿತ್ನಾ ಬರೆ ಹೊವ್ಕ್ ಮನುನ್ ಥೈ ಯೆಲ್ಲ್ಯಾನಿ. ಗಿರೆ ಲಾಗುನ್ ತರಾಸ್ ಕರುನ್ ಘೆಟಲ್ಲಿ ಲೊಕಾಬಿ ಯೆಲಿ, ಅನಿ ಬರಿ ಹೊವ್ನ್ ಗೆಲಿ.
Recommended Reading