Luke 7:15 — Compare Translations
7 translations compared side by side
Odia - 1840
"ମୃତ ପୁତ୍ର ଉଠି ବସିଲା। ସେ କଥା କହିବାକୁ ଲାଗିଲା। ଯୀଶୁ ତାକୁ ତା' ମାଆ ହାତ ରେ ଦଇେ ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ମୃତ ଲୋକଟି ଉଠି ବସିଲା, ଆଉ କଥା କହିବାକୁ ଲାଗିଲା, ପୁଣି ସେ ତାହାକୁ ତାହାର ମାତାର ହସ୍ତରେ ସମର୍ପଣ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୃତ ଲୋକଟି ଉଠି ବସିଲା ଓ କଥା କହିବାକୁ ଲାଗିଲା ଏବଂ ଯୀଶୁ ତାକୁ ତା’ର ମା’ଙ୍କ ହାତରେ ସମର୍ପଣ କଲେ।
Odia Bible ERV 2004 (ପବିତ୍ର ବାଇବଲ)
ମୃତ ପୁତ୍ର ଉଠି ବସିଲା। ସେ କଥା କହିବାକୁ ଲାଗିଲା। ଯୀଶୁ ତାକୁ ତା’ ମା ହାତରେ ଦେଇଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ମୃତ ଯୁବକଟି ଉଠି ବସିଲା ଆଉ କଥା କହିବାକୁ ଲାଗିଲା, ପୁଣି, ସେ ତାହାକୁ ତାହାର ମାତାର ହସ୍ତରେ ସମର୍ପଣ କଲେ।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ମୃତ ଯୁବକଟି ଉଠି ବସିଲା ଆଉ କଥା କହିବାକୁ ଲାଗିଲା, ପୁଣି, ସେ ତାହାକୁ ତାହାର ମାତାର ହସ୍ତରେ ସମର୍ପଣ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮರಲ್ಲೊ ಮಾನುಸ್ ಉಟುನ್ ಬಸ್ಲೊ, ಅನಿ ಬೊಲುಕ್ಲಾಲೊ, ಜೆಜುನ್ ತೆಕಾ ತೆಚ್ಯಾ ಬಾಯ್ಕ್ ದಿಲ್ಯಾನ್.