Luke 7:17 — Compare Translations

7 translations compared side by side

Odia - 1840
"ଯୀଶୁଙ୍କ ବିଷୟ ରେ ଏହି ଖବର ୟିହୂଦା ଓ ଆଖପାଖ ସମସ୍ତ ଅଞ୍ଚଳ ରେ ପ୍ରଚାରିତ ହାଇଗେଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ତାହାଙ୍କ ବିଷୟରେ ଏହି କଥା ସମସ୍ତ ଯିହୁଦା ଦେଶ ଓ ଚତୁର୍ଦ୍ଦିଗସ୍ଥ ସମସ୍ତ ଅଞ୍ଚଳରେ ବ୍ୟାପିଗଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁଙ୍କ ବିଷୟରେ ଏହି ସମ୍ବାଦ ଯିହୂଦା ପ୍ରଦେଶର ସର୍ବତ୍ର ଓ ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାପିଗଲା।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁଙ୍କ ବିଷୟରେ ଏହି ଖବର ଯିହୂଦା ଓ ଆଖପାଖ ସମସ୍ତ ଅଞ୍ଚଳରେ ପ୍ରଗ୍ଭରିତ ହୋଇଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଯୀଶୁଙ୍କ ବିଷୟରେ ଏହି ସମ୍ବାଦ ସମସ୍ତ ଯିହୂଦିୟା ପ୍ରଦେଶ ଓ ଚାରିପାଖର ସମସ୍ତ ଅଞ୍ଚଳରେ ବ୍ୟାପିଗଲା।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଯୀଶୁଙ୍କ ବିଷୟରେ ଏହି ସମ୍ବାଦ ସମସ୍ତ ଯିହୂଦା ଦେଶ ଓ ଚାରିପାଖର ସମସ୍ତ ଅଞ୍ଚଳରେ ବ୍ୟାପିଗଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹಿ ಜೆಜುಚಿ ಖಬರ್, ಅನಿ ಜುದೆಯಾ ಪ್ರಾಂತ್ಯಾತ್ ಅನಿ ಸಗ್ಳ್ಯಾ ದೆಸಾತ್ ಜಾವ್ನ್ ಪಾವ್ಲಿ.