Luke 7:33 — Compare Translations
7 translations compared side by side
Odia - 1840
"ବାପ୍ତିଜକ ଯୋହନ ଆସିଲେ। ସେ ଅନ୍ୟ ଲୋକମାନଙ୍କ ଭଳି ଖାଉନଥିଲେ କିମ୍ବା ଦ୍ରାକ୍ଷାରସ ପିଉନଥିଲେ। ଆଉ ତୁମ୍ଭମାନେେ କହୁଛ ଯେ, 'ତାହାଙ୍କ ଦହେ ରେ ଭୂତ ପ୍ରବେଶ କରିଛି।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ବାପ୍ତିଜକ ଯୋହନ ଆସି ରୋଟୀ ଖାଇଲେ ନାହିଁ ଓ ଦ୍ରାକ୍ଷାରସ ପିଇଲେ ନାହିଁ, ଆଉ ତୁମ୍ଭେମାନେ କହୁଅଛ,ସେ ଭୂତଗ୍ରସ୍ତ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଦୀକ୍ଷାଦାତା ଯୋହନ ଉପବାସ କରୁଥିଲେ, ସୁରାପାନ କରୁ ନ ଥିଲେ; ତୁମ୍ଭେମାନେ କହିଲ, ସେ ଭୂତଗ୍ରସ୍ତ।
Odia Bible ERV 2004 (ପବିତ୍ର ବାଇବଲ)
ବାପ୍ତିଜକ ଯୋହନ ଆସିଲେ। ସେ ଅନ୍ୟ ଲୋକମାନଙ୍କ ଭଳି ଖାଉ ନ ଥିଲେ କିମ୍ବା ଦ୍ରାକ୍ଷାରସ ପିଉ ନ ଥିଲେ। ଆଉ ତୁମ୍ଭେମାନେ କହୁଛ ଯେ, ‘ତାହାଙ୍କ ଦେହରେ ଭୂତ ପ୍ରବେଶ କରିଛି।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ବାପ୍ତିଜକ ଯୋହନ ଆସି ରୁଟି ଖାଇଲେ ନାହିଁ ଓ ଦ୍ରାକ୍ଷାରସ ପିଇଲେ ନାହିଁ, ଆଉ ତୁମ୍ଭେମାନେ କହୁଅଛ, ‘ସେ ଭୂତଗ୍ରସ୍ତ।’
Odia IRV 2017 (ଓଡିଆ ବାଇବେଲ)
କାରଣ ବାପ୍ତିଜକ ଯୋହନ ଆସି ରୁଟି ଖାଇଲେ ନାହିଁ ଓ ଦ୍ରାକ୍ଷାରସ ପିଇଲେ ନାହିଁ, ଆଉ ତୁମ୍ଭେମାନେ କହୁଅଛ, ସେ ଭୂତଗ୍ରସ୍ତ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜುವಾಂವ್ ಬಾವ್ತಿಸ್ ಯೆಲೊ, ಅನಿ ತೆನಿ ಭಾಕ್ರಿ ಖಾವ್ಕ್; ನಾ, ಅನಿ ನಿಶೆಚೆ ಕಾಯ್ಬಿ ಫಿವ್ಕ್ ನಾ. ತೆಕಾ ತುಮಿ ಗಿರೊಲಾಗ್ಲಾ! ಮಟ್ಲ್ಯಾಶಿ”.