Luke 7:38 — Compare Translations

7 translations compared side by side

Odia - 1840
"ସେ ଯୀଶୁଙ୍କ ପଛଆଡେ ଗୋଡ ପାଖ ରେ ଠିଆ ହେଲା। ସେ କାନ୍ଦୁଥିଲା। ତା'ପରେ ସେ ଯୀଶୁଙ୍କ ପାଦ ତା ଲୁହ ରେ ଧୋଇ ଦଲୋ। ନିଜ ମୁଣ୍ଡର ବାଳ ରେ ଯୀଶୁଙ୍କ ପାଦ ପୋଛି ଦଲୋ। ତାହାଙ୍କ ପାଦ ରେ ବହୁବାର ଚୁମ୍ବନ ଦଲୋ ଓ ପାଦ ଉପରେ ଅତର ଢାଳି ଦଲୋ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପଛଆଡ଼େ ତାହାଙ୍କ ପାଦ ପାଖରେ ଠିଆ ହୋଇ ରୋଦନ କରୁ କରୁ ଅଶ୍ରୁଜଳରେ ତାହାଙ୍କ ପାଦ ସିକ୍ତ କରି ନିଜ ମସ୍ତକର କେଶରେ ତାହା ପୋଛିବାକୁ ଲାଗିଲା, ଆଉ ତାହାଙ୍କ ପାଦକୁ ଚୁମ୍ଵନ କରୁ କରୁ ସେହି ସୁଗନ୍ଧ ତୈଳ ଲଗାଇ ଦେବାକୁ ଲାଗିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ତାଙ୍କ ପଛରେ ପାଦ ପାଖରେ ଠିଆ ହୋଇ କାନ୍ଦି କାନ୍ଦି ତା’ର ଲୁହରେ ଯୀଶୁଙ୍କ ପାଦ ଧୋଇ ଦେଲା। ତା’ପରେ ତାଙ୍କର ଦୁଇ ପାଦକୁ ତା’ର କେଶରେ ପୋଛିଦେଲା, ପାଦ ଦୁଇଟିକୁ ଚୁମ୍ବନ କଲା ଓ ସେଥିରେ ସୁଗନ୍ଧି ତୈଳ ଢ଼ାଳିଲା।
Odia Bible ERV 2004 (ପବିତ୍ର ବାଇବଲ)
ସେ ଯୀଶୁଙ୍କ ପଛଆଡ଼େ ଗୋଡ଼ ପାଖରେ ଠିଆ ହେଲା। ସେ କାନ୍ଦୁଥିଲା। ତା’ପରେ ସେ ଯୀଶୁଙ୍କ ପାଦ ତା ଲୁହରେ ଧୋଇ ଦେଲା। ନିଜ ମୁଣ୍ଡର ବାଳରେ ଯୀଶୁଙ୍କ ପାଦ ପୋଛିଦେଲା। ତାହାଙ୍କ ପାଦରେ ବହୁବାର ଚୁମ୍ବନ ଦେଲା ଓ ପାଦ ଉପରେ ଅତର ଢାଳି ଦେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପଛଆଡ଼େ ତାହାଙ୍କ ପାଦ ପାଖରେ ଠିଆ ହୋଇ ରୋଦନ କରୁ କରୁ ଲୁହରେ ତାହାଙ୍କ ପାଦ ଓଦା କରି ନିଜ ମସ୍ତକର କେଶରେ ତାହା ପୋଛିବାକୁ ଲାଗିଲା, ଆଉ ତାହାଙ୍କ ପାଦକୁ ଚୁମ୍ବନ କରୁ କରୁ ସେହି ସୁଗନ୍ଧି ତୈଳ ଲଗାଇ ଦେବାକୁ ଲାଗିଲା।
Odia IRV 2017 (ଓଡିଆ ବାଇବେଲ)
ପଛଆଡ଼େ ତାହାଙ୍କ ପାଦ ପାଖରେ ଠିଆ ହୋଇ ରୋଦନ କରୁ କରୁ ଲୁହରେ ତାହାଙ୍କ ପାଦ ଓଦା କରି ନିଜ ମସ୍ତକର କେଶରେ ତାହା ପୋଛିବାକୁ ଲାଗିଲା, ଆଉ ତାହାଙ୍କ ପାଦକୁ ଚୁମ୍ବନ କରୁ କରୁ ସେହି ସୁଗନ୍ଧିତ ତୈଳ ଲଗାଇ ଦେବାକୁ ଲାଗିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಜೆಜುಚ್ಯಾ ಪಾಯಾನಿಕ್ನಿ ಬಸ್ಲಿ, ರಡುನ್ಗೆತ್ ದುಖಾನಿ ತೆಚೆ ಪಾಯ್ ಬಿಜ್ವುಲಿನ್, ಅನಿ ಅಪ್ನಾಚ್ಯಾ ಕೆಸಾನಿ ಪಾಯಾ ಪುಸ್ಲಿನ್. ಅನಿ ಪಾಯಾಂಚಿ ಉಪ್ಪಾ ಘೆಟ್ಲಿನ್, ಅನಿ ತೆ, ಬರ್‍ಯಾ ವಾಸೆಚೆ ತೆಲ್, ಜೆಜುಚ್ಯಾ ಪಾಯಾ ವಯ್ನಿ ವೊತ್ಲಿನ್.