Luke 7:41 — Compare Translations
7 translations compared side by side
Odia - 1840
"ଯୀଶୁ କହିଲେ, କୌଣସି ସାହୁକାର ପାଖରୁ ଦୁଇଜଣ ଖାତକ କରଜ ନଇେଥିଲେ। ଜଣେ ପାଞ୍ଚଶହରୂପା ଟଙ୍କା କରଜ ନଇେଥିଲା ଓ ଆଉ ଜଣେ ପଚାଶଟି ରୂପା ଟଙ୍କା ନଇେଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଜଣେ ମହାଜନଙ୍କର ଦୁଇ ଜଣ ଋଣୀ ଥିଲେ; ଜଣେ ପାଞ୍ଚଶହ ଓ ଆଉ ଜଣେ ପଚାଶ ଟଙ୍କା ଋଣ କରିଥିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ କହିଲେ, “ଦୁଇ ଜଣ ଲୋକ ଜଣେ ମହାଜନଠାରୁ ଋଣ ନେଇଥିଲେ, ଜଣେ ପାଞ୍ଚ ଶହ ରୌପ୍ୟ ମୁଦ୍ରା ଓ ଆଉ ଜଣେ ପଚାଶଟି ରୌପ୍ୟ ମୁଦ୍ରା।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ କହିଲେ, “କୌଣସି ସାହୁକାର ପାଖରୁ ଦୁଇଜଣ ଖାତକ କରଜ ନେଇଥିଲେ। ଜଣେ ପାଞ୍ଚଶହ ରୂପାଟଙ୍କା କରଜ ନେଇଥିଲା ଓ ଆଉ ଜଣେ ପଗ୍ଭଶ୍ଟି ରୂପାଟଙ୍କା ନେଇଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ଜଣେ ମହାଜନଙ୍କର ଦୁଇ ଜଣ ଋଣୀ ଥିଲେ; ଜଣେ ପାଞ୍ଚଶହ ଦିନର ମଜୁରୀ ସମାନ ମୂଲ୍ୟ ଓ ଆଉ ଜଣେ ପଚାଶ ଦିନର ମଜୁରୀ ସମାନ ମୂଲ୍ୟ ଋଣ କରିଥିଲା।
Odia IRV 2017 (ଓଡିଆ ବାଇବେଲ)
ଜଣେ ମହାଜନଙ୍କର ଦୁଇ ଜଣ ଋଣୀ ଥିଲେ; ଜଣେ ପାଞ୍ଚଶହ ଓ ଆଉ ଜଣେ ପଚାଶ ଟଙ୍କା ଋଣ କରିଥିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಜೆಜುನ್ “ದೊಗೆ ಜಾನಾ ರಿನ್ಕಾರಿ ಹೊತ್ತೆ, ತೆನಿ ರಿನ್ ಫೆಡ್ತಲೆ ಹೊತ್ತೆ. ಎಕ್ಲ್ಯಾನ್ ಪಾಸ್ಸೆ ಚಾಂದಿಚೆ ಪೈಸೆ ದಿತಲೆ ಹೊತ್ತೆ, ಅನಿ ಅನಿ ಎಕ್ಲ್ಯಾನ್ ಪನ್ನಾಸ್ ಚಾಂದಿಚೆ ಪೈಸೆ ದಿತಲೆ ಹೊತ್ತೆ.
Recommended Reading