Luke 7:42 — Compare Translations

7 translations compared side by side

Odia - 1840
"ସମାନଙ୍କେ ପାଖ ରେ ଟଙ୍କା ନଥିବାରୁ ସମାନେେ ଋଣ ପରିଶାଧେ କରି ପାରୁନଥିଲେ। ତେଣୁ ସାହୁକାର ଦୁଇଜଣଙ୍କୁ ଋଣ ମୁକ୍ତ କରି ଦେଲେ। ତବେେ ଏ ଦୁଇଜଣଙ୍କ ମଧିଅରେ କିଏ ସାହୁକାରଙ୍କୁ ଅଧିକ ଭଲ ପାଇବ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରିଶୋଧ କରିବାକୁ ସେମାନଙ୍କର କିଛି ନ ଥିବାରୁ ସେ ଉଭୟଙ୍କର ଋଣ ଛାଡ଼ିଦେଲେ । ଏଣୁ ସେମାନଙ୍କ ମଧ୍ୟରୁ କିଏ ତାଙ୍କୁ ଅଧିକ ପ୍ରେମ କରିବ?
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନଙ୍କ ମଧ୍ୟରୁ କେହି ଋଣ ପରିଶୋଧ କରି ପାରିଲେ ନାହିଁ। ତେଣୁ ମହାଜନ ଦୁଇ ଜଣଙ୍କ ଋଣ ଛାଡ଼ କରିଦେଲେ। ତେବେ କେଉଁ ଲୋକଟି ତାଙ୍କୁ ଅଧିକ ପ୍ରେମ କରିବ?”
Odia Bible ERV 2004 (ପବିତ୍ର ବାଇବଲ)
ସେମାନଙ୍କ ପାଖରେ ଟଙ୍କା ନ ଥିବାରୁ ସେମାନେ ଋଣ ପରିଶୋଧ କରି ପାରୁ ନ ଥିଲେ। ତେଣୁ ସାହୁକାର ଦୁଇଜଣଙ୍କୁ ଋଣ ମୁକ୍ତ କରିଦେଲେ। ତେବେ ଏ ଦୁଇଜଣଙ୍କ ମଧ୍ୟରେ କିଏ ସାହୁକାରଙ୍କୁ ଅଧିକ ଭଲ ପାଇବ?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଋଣ ସୁଝିବାକୁ ସେମାନଙ୍କର କିଛି ନ ଥିବାରୁ ସେ ଉଭୟଙ୍କର ଋଣ କ୍ଷମା କଲେ। ଏଣୁ ସେମାନଙ୍କ ମଧ୍ୟରୁ କିଏ ତାହାଙ୍କୁ ଅଧିକ ପ୍ରେମ କରିବ?”
Odia IRV 2017 (ଓଡିଆ ବାଇବେଲ)
ଋଣ ସୁଝିବାକୁ ସେମାନଙ୍କର କିଛି ନ ଥିବାରୁ ସେ ଉଭୟଙ୍କର ଋଣ କ୍ଷମା କଲେ । ଏଣୁ ସେମାନଙ୍କ ମଧ୍ୟରୁ କିଏ ତାହାଙ୍କୁ ଅଧିକ ପ୍ରେମ କରିବ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಂಕಾ ದೊಗ್ಯಾಕ್ನಿಬಿ ತೆಂಚೆ ರಿನ್ ಫೆಡುಕ್ ಹೊವ್ಕ್ ನಾ. ತಸೆಮನುನ್ ತ್ಯಾ ರಿನ್ ದಿಲ್ಲ್ಯಾನ್, ತೆಂಚೆ ರಿನ್ ಸುಟ್ ಕರ್‍ಲ್ಯಾನ್. ತನ್ನಾ ಹ್ಯಾ ದೊಗ್ಯಾನಿತ್ಲೊ ಕೊನ್ ತೆಚೊ ಜಾಸ್ತಿಚೊ ಪ್ರೆಮ್ ಕರ್‍ತಾ?” ಮನುನ್ ಇಚಾರ್‍ಲ್ಯಾನ್.