Luke 7:44 — Compare Translations

7 translations compared side by side

Odia - 1840
"ତା'ପରେ ଯୀଶୁ ସ୍ତ୍ରୀ ଲୋକଟି ଆଡକୁ ବୁଲିପଡି ଶିମାନଙ୍କେୁ କହିଲେ, ତୁମ୍ଭେ ଏ ସ୍ତ୍ରୀ ଲୋକଟିକୁ ଦେଖୁଛ? ମୁଁ ତୁମ୍ଭ ଘରକୁ ଆସିଲି। ଅଥଚ ତୁମ୍ଭେ ମାେତେ ଗୋଡ ଧୋଇବାକୁ ପାଣି ସୁଦ୍ଧା ଦଲେ ନାହିଁ, କିନ୍ତୁ ଓ ସ୍ତ୍ରୀ ଲୋକଟି ମାରେ ପାଦକୁ ଲୁହ ରେ ଧୋଇ ଦଲୋ। ଏବଂ ତା ବାଳ ରେ ପୋଛି ଦଲୋ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ ଶିମୋନଙ୍କୁ କହିଲେ, ଏହି ସ୍ତ୍ରୀକି ଦେଖୁଅଛ? ମୁଁ ତୁମ୍ଭ ଗୃହକୁ ଆସିଲି, ତୁମ୍ଭେ ମୋʼ ପାଦ ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏ ଅଶ୍ରୁଜଳରେ ମୋର ପାଦ ସିକ୍ତ କରି ନିଜ କେଶରେ ତାହା ପୋଛିଦେଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ କହିଲେ, “ତୁମେ ଠିକ୍ କହିଛ।” ତା’ପରେ ସେହି ସ୍ତ୍ରୀ ଆଡ଼କୁ ଅନାଇ ଶିମୋନକୁ କହିଲେ, “ତୁମେ ଏହି ସ୍ତ୍ରୀ ଲୋକଟିକୁ ଦେଖି ପାରୁଛ ତ? ମୁଁ ତୁମ ଘରକୁ ଆସିଲି କିନ୍ତୁ ତୁମେ ମୋର ଗୋଡ଼ ଧୋଇବା ପାଇଁ ପାଣି ସୁଦ୍ଧା ଦେଲ ନାହିଁ। କିନ୍ତୁ ସେ ତା’ର ଆଖି ଲୁହରେ ମୋର ଗୋଡ଼ ଧୋଇ ଦେଇ ତା’ର କେଶରେ ପୋଛି ଦେଇଛି।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଯୀଶୁ ସ୍ତ୍ରୀ ଲୋକଟି ଆଡ଼କୁ ବୁଲିପଡ଼ି ଶିମୋନଙ୍କୁ କହିଲେ, “ତୁମ୍ଭେ ଏ ସ୍ତ୍ରୀ ଲୋକଟିକୁ ଦେଖୁଛ? ମୁଁ ତୁମ୍ଭ ଘରକୁ ଆସିଲି। ଅଥଚ ତୁମ୍ଭେ ମୋତେ ଗୋଡ଼ ଧୋଇବାକୁ ପାଣି ସୁଦ୍ଧା ଦେଲ ନାହିଁ, କିନ୍ତୁ ଓ ସ୍ତ୍ରୀ ଲୋକଟି ମୋର ପାଦକୁ ଲୁହରେ ଧୋଇ ଦେଲା। ଏବଂ ତା ବାଳରେ ପୋଛିଦେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ ଶିମୋନଙ୍କୁ କହିଲେ, “ଏହି ସ୍ତ୍ରୀକୁ ଦେଖୁଅଛ? ମୁଁ ତୁମ୍ଭ ଗୃହକୁ ଆସିଲି, ତୁମ୍ଭେ ମୋ ପାଦ ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏ ଲୁହରେ ମୋହର ପାଦ ସିକ୍ତ କରି ନିଜ କେଶରେ ତାହା ପୋଛିଦେଲା।
Odia IRV 2017 (ଓଡିଆ ବାଇବେଲ)
ଆଉ, ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ ଶିମୋନଙ୍କୁ କହିଲେ, ଏହି ସ୍ତ୍ରୀକୁ ଦେଖୁଅଛ? ମୁଁ ତୁମ୍ଭ ଗୃହକୁ ଆସିଲି, ତୁମ୍ଭେ ମୋ ପାଦ ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏ ଲୁହରେ ମୋର ପାଦ ଓଦା କରି ନିଜ କେଶରେ ତାହା ପୋଛିଦେଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾನಾ ತೊ ತ್ಯಾ ಬಾಯ್ಕೊಮನ್ಸಿಕ್ಡೆ ಪರತ್ಲೊ, ಅನಿ ಸಿಮಾವಾಕ್ “ಹ್ಯಾ ಬಾಯ್ಕೊಮನ್ಸಿಕ್ ತಿಯಾ ಬಗುಲೆ ಕಾಯ್? ಮಿಯಾ ತುಜ್ಯಾ ಘರಾಕ್ ಯೆಲೊ, ಖರೆ ತಿಯಾ ಮಾಕಾ ಪಾಯ್ ಧುವ್ಕ್ ಪಾನಿ ದಿವ್ಕ್ ನ್ಹೈಯ್, ಖರೆ ತೆನಿ ತಿಚ್ಯಾ ದುಕ್ಕಾನಿ ಮಾಜೆ ಪಾಂಯೆ ಧುಲಿನ್, ಅನಿ ಅಪ್ನಾಚ್ಯಾ ಕೆಸಾನಿ ತೆನಿ ಮಾಜೆ ಪಾಯ್ ಪುಸ್ಲಿನ್.