Luke 8:19 — Compare Translations

7 translations compared side by side

Odia - 1840
"ଯୀଶୁଙ୍କ ମାଆ ଓ ଭାଇମାନେ ତାହାଙ୍କୁ ଦେଖିବାକୁ ଆସିଲେ। କିନ୍ତୁ ବହୁତ ଲୋକ ଗହଳି ହାଇେଥିବା ହତେୁ ସମାନେେ ତାହାଙ୍କ ପାଖକୁ ଯାଇ ପାରୁନଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହାଙ୍କ ମା ଓ ଭାଇମାନେ ତାହାଙ୍କ ନିକଟକୁ ଆସିଲେ, କିନ୍ତୁ ଲୋକଗହଳି ହେତୁ ତାହାଙ୍କ ସହିତ ସାକ୍ଷାତ କରି ପାରୁ ନ ଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁଙ୍କର ମା’ ଓ ଭାଇମାନେ ତାଙ୍କ ନିକଟକୁ ଆସିଲେ, କିନ୍ତୁ ଜନଗହଳି ହେତୁ ତାଙ୍କ ସହିତ ସାକ୍ଷାତ କରିପାରିଲେ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁଙ୍କ ମା ଓ ଭାଇମାନେ ଯୀଶୁଙ୍କ ମା ଓ ଭାଇମାନେ ତାହାଙ୍କୁ ଦେଖିବାକୁ ଆସିଲେ। କିନ୍ତୁ ବହୁତ ଲୋକ ଗହଳି ହୋଇଥିବା ହେତୁ ସେମାନେ ତାହାଙ୍କ ପାଖକୁ ଯାଇ ପାରୁ ନ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହାଙ୍କ ମାଆ ଓ ଭାଇମାନେ ତାହାଙ୍କ ନିକଟକୁ ଆସିଲେ, କିନ୍ତୁ ଲୋକଗହଳି ହେତୁ ତାହାଙ୍କ ସହିତ ଦେଖା କରିପାରୁ ନ ଥିଲେ।
Odia IRV 2017 (ଓଡିଆ ବାଇବେଲ)
ତାହାଙ୍କ ମା' ଓ ଭାଇମାନେ ତାହାଙ୍କ ନିକଟକୁ ଆସିଲେ, କିନ୍ତୁ ଲୋକଗହଳି ହେତୁ ତାହାଙ୍କ ସହିତ ଦେଖା କରି ପାରୁ ନ ଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜುಚಿ ಬಾಯ್ ಅನಿ ಭಾವಾ ಜೆಜುಕ್ಡೆ ಯೆಲ್ಲ್ಯಾನಿ, ಖರೆ ಲೊಕಾಂಚ್ಯಾ ದಾಟ್ನಿತ್ ತೆಂಕಾ ಜೆಜುಚ್ಯಾ ಜಗ್ಗೊಳ್ ಯೆವ್ಕ್ ಹೊವ್ಕ್ ನಾ.