Luke 8:34 — Compare Translations
7 translations compared side by side
Odia - 1840
"ଏ ଘଟଣା ଦେଖି ଘୁଷୁରି ଜଗୁଆଳମାନେ ସଠାରୁେ ପଳାଇଲେ। ସମାନେେ ଯାଇ ନଗର ଓ ପଲ୍ଲୀ ରେ ଥିବା ଲୋକମାନଙ୍କୁ ଏହି କଥା କହିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଚରାଉଥିବା ଲୋକମାନେ ସେହି ଘଟଣା ଦେଖି ପଳାଇଯାଇ ନଗର ଓ ପଲ୍ଲୀଗୁଡ଼ିକରେ ତାହା ଜଣାଇଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଘୁଷୁରି ପଲ ଜଗୁଥିବା ଲୋକମାନେ ଏସବୁ ଘଟଣା ଦେଖି ଦୌଡ଼ିଗଲେ ଏବଂ ପୁରପଲ୍ଲୀରେ ତାହା ଜଣାଇଲେ।
Odia Bible ERV 2004 (ପବିତ୍ର ବାଇବଲ)
ଏ ଘଟଣା ଦେଖି ଘୁଷୁରି ଜଗୁଆଳମାନେ ସେଠାରୁ ପଳାଇଲେ। ସେମାନେ ଯାଇ ନଗର ଓ ପଲ୍ଲୀରେ ଥିବା ଲୋକମାନଙ୍କୁ ଏହି କଥା କହିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଚରାଉଥିବା ଲୋକମାନେ ସେହି ଘଟଣା ଦେଖି ପଳାଇଯାଇ ନଗର ଓ ପଲ୍ଲୀଗୁଡି଼କରେ ତାହା ଜଣାଇଲେ।
Odia IRV 2017 (ଓଡିଆ ବାଇବେଲ)
ଚରାଉଥିବା ଲୋକମାନେ ସେହି ଘଟଣା ଦେଖି ପଳାଇଯାଇ ନଗର ଓ ପଲ୍ଲୀଗୁଡି଼କରେ ତାହା ଜଣାଇଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಡುಕ್ರಾಕ್ನಿ ರಾಕ್ತಲ್ಯಾನಿ ಕಾಯ್-ಕಾಯ್ ಹೊಲ್ಲೆ ಬಗಟ್ಲ್ಯಾನಿ, ಅನಿ ಶಾರಾತ್ನಿ, ಅನಿ ಶೆತಾತ್ನಿ, ಹೊತ್ತ್ಯಾಕ್ನಿ ಜಾವ್ನ್ ಹಿ ಖಬರ್ ಸಾಂಗ್ಲ್ಯಾನಿ.