Luke 8:7 — Compare Translations

7 translations compared side by side

Odia - 1840
"କିଛି ବୀଜ କଣ୍ଟା ବୁଦା ରେ ପଡିଲା। ବୀଜ ଗଜାହାଇେ ଗଛ ବଢିଲା। କିନ୍ତୁ କଣ୍ଟା ବୁଦା ମଧ୍ଯ ତା' ସହିତ ବଢିଲା ଓ ଶଷେ ରେ ତାକୁ ଚାପି ପକାଇଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ କେତେକ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ପୁଣି କଣ୍ଟା-ଗଛଗୁଡ଼ାକ ତାହା ସାଙ୍ଗେ ସାଙ୍ଗେ ବଢ଼ି ସେଗୁଡ଼ିକୁ ଚାପି ପକାଇଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆଉ କେତେକ ବିହନ କଣ୍ଟା ବୁଦାରେ ପଡ଼ିଲା ଓ କଣ୍ଟା ଗଛ ଚାରା ଗଛଗୁଡ଼ିକୁ ଚାପି ପକାଇଲା।
Odia Bible ERV 2004 (ପବିତ୍ର ବାଇବଲ)
କିଛି ବୀଜ କଣ୍ଟା ବୁଦାରେ ପଡ଼ିଲା। ବୀଜ ଗଜାହୋଇ ଗଛ ବଢ଼ିଲା। କିନ୍ତୁ କଣ୍ଟା ବୁଦା ମଧ୍ୟ ତା’ ସହିତ ବଢ଼ିଲା ଓ ଶେଷରେ ତାକୁ ଗ୍ଭପି ପକାଇଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ କେତେକ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ପୁଣି, କଣ୍ଟାଗଛଗୁଡ଼ାକ ସାଙ୍ଗେ ସାଙ୍ଗେ ବଢ଼ି ସେଗୁଡ଼ିକୁ ଚାପି ପକାଇଲା।
Odia IRV 2017 (ଓଡିଆ ବାଇବେଲ)
ଆଉ କେତେକ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ପୁଣି, କଣ୍ଟାଗଛଗୁଡ଼ାକ ସାଙ୍ଗେ ସାଙ୍ଗେ ବଢ଼ି ସେଗୁଡ଼ିକୁ ଚାପି ପକାଇଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಉಲ್ಲೆ ಭ್ಹಿಂಯ್ ಕಾಟ್ಯಾಂಚ್ಯಾ ಝಿಳಿತ್ ಪಡ್ಲೆ ಕಾಟ್ಯಾಂಚ್ಯಾ ವಾಂಗ್ಡಾಚ್ ತೆ ಭ್ಹಿಂಯ್ ಉಗ್ವುನ್ ಮೊಟೆ ಹೊವ್ನ್ ಯೆಲೆ, ಖರೆ ಕಾಟ್ಯಾನಿ ತ್ಯಾ ಝಾಡಾಕ್ನಿ ಅಡ್ವುನ್ ಧರ್‍ಲ್ಯಾನಿ.