Luke 9:31 — Compare Translations
7 translations compared side by side
Odia - 1840
"ସମାନଙ୍କେ ଚେ ହରୋ ମଧ୍ଯ ଝଲକୁ ଥିଲା। ସମାନେେ ଯୀଶୁଙ୍କ ସହିତ ୟିରୂଶାଲମ ରେ ଘଟିବାକୁ ଥିବା ତାହାଙ୍କ ମୃତ୍ଯୁ ବିଷୟ ରେ କଥାବାର୍ତ୍ତା ହେଉଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ ଗୌରବରେ ଦର୍ଶନ ଦେଇ, ସେ ଯିରୂଶାଲମରେ ଯେଉଁ ମହାପ୍ରସ୍ଥାନ କରିବାକୁ ଉଦ୍ୟତ ଥିଲେ, ସେ ବିଷୟରେ କହୁଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ସ୍ୱର୍ଗୀୟ ଗୌରବରେ ପରିପୂର୍ଣ୍ଣ ଥିଲେ। ଯିରୂଶାଲମରେ ମୃତ୍ୟୁ ଭୋଗ କରିବା ଦ୍ୱାରା ଯୀଶୁ କିପରି ଶୀଘ୍ର ପିତାଙ୍କ ଇଚ୍ଛା ପୂର୍ଣ୍ଣ କରିବେ, ସେ ବିଷୟରେ ସେମାନେ ତାଙ୍କ ସହିତ କଥାବାର୍ତ୍ତା କରୁଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନଙ୍କ ଚେହେରା ମଧ୍ୟ ଝଲକୁ ଥିଲା। ସେମାନେ ଯୀଶୁଙ୍କ ସହିତ ଯିରୁଶାଲମରେ ଘଟିବାକୁ ଥିବା ତାହାଙ୍କ ମୃତ୍ୟୁ ବିଷୟରେ କଥାବାର୍ତ୍ତା ହେଉଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ଗୌରବରେ ଦର୍ଶନ ଦେଇ, ସେ ଯିରୂଶାଲମ ସହରରେ ଯେଉଁ ମହାପ୍ରସ୍ଥାନ କରିବାକୁ ଉଦ୍ୟତ ଥିଲେ, ସେ ବିଷୟରେ କହିଲେ।
Odia IRV 2017 (ଓଡିଆ ବାଇବେଲ)
ସେମାନେ ଗୌରବରେ ଦର୍ଶନ ଦେଇ, ସେ ଯିରୂଶାଲମରେ ଯେଉଁ ମହାପ୍ରସ୍ଥାନ କରିବାକୁ ଉଦ୍ୟତ ଥିଲେ, ସେ ବିଷୟରେ କହିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ಸರ್ಗಾ ವೈಲ್ಯಾ ಮಹಿಮೆನ್ ಭರುನ್, ಜೆಜು ದೆವಾಚಿ ಯವ್ಜನ್ ಪುರಾ ಕರುಕ್, ಕಶೆ ಕಶೆ ಕರುನ್ ಜೆರುಜಲೆಮಾತ್ ಮರ್ನಾರ್ ಹಾಯ್, ಮನುನ್ ಬೊಲುಲಾಗಲ್ಲೆ.