Luke 9:38 — Compare Translations
7 translations compared side by side
Odia - 1840
"ଭିଡ ଭିତରୁ ଜଣେ ଲୋକ ପାଟି କରି ଉଠିଲା, ଗୁରୁ, ଦୟାକରି ଆସି ମାେ ପୁଅକୁ ଦେଖନ୍ତୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଦେଖ, ଲୋକସମୂହ ମଧ୍ୟରୁ ଜଣେ ଉଚ୍ଚ ସ୍ଵରରେ କହିଲା, ହେ ଗୁରୁ, ମୁଁ ଆପଣଙ୍କୁ ନିବେଦନ କରୁଅଛି, ମୋʼ ପୁଅ ପ୍ରତି କୃପାଦୃଷ୍ଟି କରନ୍ତୁ, କାରଣ ସେ ମୋର ଗୋଟିଏ ବୋଲି ପିଲା;
Odia BSI (ପବିତ୍ର ବାଇବଲ (CL) NT (BSI))
ଜନତା ମଧ୍ୟରୁ ଜଣେ ଚିକ୍ରାର କରି କହିଲା, “ଗୁରୁ! ଦୟାକରି ମୋର ଏହି ଏକମାତ୍ର ପୁଅକୁ ଦେଖନ୍ତୁ!
Odia Bible ERV 2004 (ପବିତ୍ର ବାଇବଲ)
ଭିଡ଼ ଭିତରୁ ଜଣେ ଲୋକ ପାଟି କରି ଉଠିଲା, “ଗୁରୁ, ଦୟାକରି ଆସି ମୋ’ ପୁଅକୁ ଦେଖନ୍ତୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଦେଖ, ଲୋକସମୂହ ମଧ୍ୟରୁ ଜଣେ ଉଚ୍ଚସ୍ୱରରେ କହିଲା, ହେ ଗୁରୁ ମୁଁ ଆପଣଙ୍କୁ ନିବେଦନ କରୁଅଛି ମୋʼ ପୁଅ ପ୍ରତି ଦୟା କରନ୍ତୁ, କାରଣ ସେ ମୋହର ଗୋଟିଏ ବୋଲି ପିଲା;
Odia IRV 2017 (ଓଡିଆ ବାଇବେଲ)
ଆଉ ଦେଖ, ଲୋକସମୂହ ମଧ୍ୟରୁ ଜଣେ ଉଚ୍ଚସ୍ୱରରେ କହିଲା, ହେ ଗୁରୁ ମୁଁ ଆପଣଙ୍କୁ ନିବେଦନ କରୁଅଛି ମୋ' ପୁଅ ପ୍ରତି ଦୟା କରନ୍ତୁ, କାରଣ ସେ ମୋହର ଗୋଟିଏ ବୋଲି ପିଲା;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ತಾಂಡ್ಯಾತ್ನಾ ಎಕ್ ಮಾನ್ಸಾನ್,“ಗುರುಜಿ, ಮಾಜ್ಯಾ ಲೆಕಾಕ್ ಬಗಾ,ಮಾಜೊ ಎಕ್ಲೊಚ್ ಲೆಕ್ ತೊ!