Luke 9:39 — Compare Translations
7 translations compared side by side
Odia - 1840
"ସେ ମାରେ ଏକମାତ୍ର ସନ୍ତାନ। ଶୟତାନଠାରୁ ଗୋଟିଏ ଭୂତ ଆସି ତାକୁ କବଳିତ କରି ନେଉଛି ଏବଂ ତା'ପରେ ପୁଅ ଚିତ୍କାର କରି ଉଠୁଛି। ସେ ତା' ନିଜର ନିୟନ୍ତ୍ରଣ ହ ରଇେ ବସୁଛି। ତା ମୁହଁରୁ ଫଣେ ବାହାରି ପଡୁଛି। ସେ ଭୂତ ତାକୁ ବାରମ୍ବାର ୟନ୍ତ୍ରଣା ଦେଉଛି ଓ ପ୍ରାୟ ତାକୁ ଛାଡି ଯାଉନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦେଖନ୍ତୁ, ତାହାକୁ ଗୋଟିଏ ଭୂତ ଧରେ, ଆଉ ସେ ହଠାତ୍ ଚିତ୍କାର କରି ଉଠେ, ପୁଣି ସେ ତାହାକୁ ଏପରି ମୋଡ଼ିପକାଏ ଯେ, ତାହା ମୁହଁରୁ ଫେଣ ବାହାରେ, ପୁଣି ସେ ତାହାକୁ କ୍ଷତବିକ୍ଷତ କରି ତାହାଠାରୁ କଷ୍ଟରେ ବାହାରିଯାଏ ।
Odia BSI (ପବିତ୍ର ବାଇବଲ (CL) NT (BSI))
ହଠାତ୍ ଚିକ୍ରାର କରି ଭୂତ ତାକୁ ଆକ୍ରମଣ କରେ ଓ ସେ ମୂର୍ଚ୍ଛା ହୋଇଯାଏ। ତା’ ପାଟିରୁ ଫେଣ ବାହାରେ; ଭୂତ ତାକୁ କ୍ଷତବିକ୍ଷତ କରେ ଓ ସହଜରେ ଛାଡ଼ିଯାଏ ନାହିଁ!
Odia Bible ERV 2004 (ପବିତ୍ର ବାଇବଲ)
ସେ ମୋର ଏକମାତ୍ର ସନ୍ତାନ। ଶୟତାନଠାରୁ ଗୋଟିଏ ଭୂତ ଆସି ତାକୁ କବଳିତ କରି ନେଉଛି ଏବଂ ତା’ପରେ ପୁଅ ଚିତ୍କାର କରି ଉଠୁଛି। ସେ ତା’ ନିଜର ନିୟନ୍ତ୍ରଣ ହରେଇ ବସୁଛି। ତା ମୁହଁରୁ ଫେଣ ବାହାରି ପଡ଼ୁଛି। ସେ ଭୂତ ତାକୁ ବାରମ୍ବାର ଯନ୍ତ୍ରଣା ଦେଉଛି ଓ ପ୍ରାୟ ତାକୁ ଛାଡ଼ି ଯାଉ ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦେଖନ୍ତୁ, ତାହାକୁ ଗୋଟିଏ ଭୂତ ଧରେ, ଆଉ ସେ ହଠାତ୍ ଚିତ୍କାର କରି ଉଠେ, ପୁଣି, ସେ ତାହାକୁ ଏପରି ମୋଡ଼ିପକାଏ ଯେ ତାହାର ପାଟିରୁ ଫେଣ ବାହାରେ, ପୁଣି, ସେ ତାହାକୁ କ୍ଷତବିକ୍ଷତ କରି ତାହାଠାରୁ କଷ୍ଟରେ ବାହାରିଯାଏ।
Odia IRV 2017 (ଓଡିଆ ବାଇବେଲ)
ଦେଖନ୍ତୁ, ତାହାକୁ ଗୋଟିଏ ଭୂତ ଧରେ, ଆଉ ସେ ହଠାତ୍ ଚିତ୍କାର କରି ଉଠେ, ପୁଣି, ସେ ତାହାକୁ ଏପରି ମୋଡ଼ିପକାଏ ଯେ, ତାହା ପାଟିରୁ ଫେଣ ବାହାରେ, ପୁଣି, ସେ ତାହାକୁ କ୍ଷତବିକ୍ଷତ କରି ତାହାଠାରୁ କଷ୍ଟରେ ବାହାରିଯାଏ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಕ್ ಗಿರೊ ತೆಚ್ಯಾ ಆಂಗಾತ್ ಚಡ್ತಾ, ಅನಿ ಎಗ್ದಮ್ ತೆಕಾ ಬೊಬ್ ಮಾರಿ ಸರ್ಕೆ ಕರ್ತಾ, ತೊ ತೊಂಡಾತ್ನಾ ಭುರುಕ್ ಕಾಡ್ತಾ; ವಾಯ್ಟ್ ತರಾಸ್ ದಿವ್ನ್ ತೆಕಾ ಸೊಡುನ್ ಜಾತಾ! ದಯಾ ಕರುನ್ ತೆಕಾ ಬಗಾ”, ಮಟ್ಲ್ಯಾನ್.