Luke 9:61 — Compare Translations

7 translations compared side by side

Odia - 1840
"ଆଉ ଜଣେ ଲୋକ କହିଲା, ପ୍ରଭୁ ମୁଁ ଆପଣଙ୍କ ଅନୁସରଣ କରିବି। କିନ୍ତୁ ପ୍ରଥମେ ମାେତେ ମାେ ପରିବାର ଲୋକଙ୍କଠାରୁ ବିଦାୟ ନବୋକୁ ଅନୁମତି ଦିଅନ୍ତୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଜଣେ ମଧ୍ୟ କହିଲେ, ପ୍ରଭୋ, ମୁଁ ଆପଣଙ୍କର ଅନୁଗମନ କରିବି, ମାତ୍ର ପ୍ରଥମେ ମୋହର ଗୃହରେ ଥିବା ଲୋକମାନଙ୍କଠାରୁ ବିଦାୟ ନେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆଉ ଜଣେ ଲୋକ କହିଲା, “ମହାଶୟ, ମୁଁ ଆପଣଙ୍କର ଅନୁଗମନ କରିବି, କିନ୍ତୁ ପ୍ରଥମେ ମୋର ପରିବାରବର୍ଗଙ୍କଠାରୁ ବିଦାୟ ନେବାକୁ ମୋତେ ଅନୁମତି ଦିଅନ୍ତୁ।”
Odia Bible ERV 2004 (ପବିତ୍ର ବାଇବଲ)
ଆଉ ଜଣେ ଲୋକ କହିଲା, “ପ୍ରଭୁ ମୁଁ ଆପଣଙ୍କ ଅନୁସରଣ କରିବି। କିନ୍ତୁ ପ୍ରଥମେ ମୋତେ ମୋ’ ପରିବାର ଲୋକଙ୍କଠାରୁ ବିଦାୟ ନେବାକୁ ଅନୁମତି ଦିଅନ୍ତୁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଜଣେ ମଧ୍ୟ କହିଲେ, ପ୍ରଭୁ, ମୁଁ ଆପଣଙ୍କର ଅନୁଗମନ କରିବି, ମାତ୍ର ପ୍ରଥମେ ମୋହର ଗୃହରେ ଥିବା ଲୋକମାନଙ୍କଠାରୁ ବିଦାୟ ନେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ।
Odia IRV 2017 (ଓଡିଆ ବାଇବେଲ)
ଆଉ ଜଣେ ମଧ୍ୟ କହିଲେ, ପ୍ରଭୁ, ମୁଁ ଆପଣଙ୍କର ଅନୁଗମନ କରିବି, ମାତ୍ର ପ୍ରଥମେ ମୋହର ଗୃହରେ ଥିବା ଲୋକମାନଙ୍କଠାରୁ ବିଦାୟ ନେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕೊನ್ಕಿ ಅನಿ ಎಕ್ಲ್ಯಾನ್ “ಗುರುಜಿ, ಮಿಯಾ ತುಜ್ಯಾ ಫಾಟ್ನಾ ಯೆತಾ, ಖರೆ ಅದ್ದಿ ಜಾವ್ನ್ ಮಾಜ್ಯಾ ಘರಾಚ್ಯಾ ಲೊಕಾಕ್ನಿ ಮಿಯಾ ಜಾವ್ಕ್ ಲಾಗ್ಲಾ ಮನುನ್ ಸಾಂಗುನ್ ಯೆತಾ” ಮಟ್ಲ್ಯಾನ್.