Mark 1:16 — Compare Translations

7 translations compared side by side

Odia - 1840
"ଯୀଶୁ ଗଲିଲୀ ହ୍ରଦ ଦଇେ ୟିବା ସମୟରେ ଶିମାନେ ଓ ତାହାଙ୍କ ଭାଇ ଆନ୍ଦ୍ରିୟକୁ ଦେଖିଲେ। ଶିମାନେ, ପିତରଙ୍କର ଏହା ଅନ୍ୟ ଏକ ନାମ। ସହେି ଦୁଇ ଜଣ କେଉଟ ଥିଲେ। ମାଛ ଧରିବା ପାଇଁ ସମାନେେ ହ୍ରଦ ଭିତରକୁ ଜାଲ ଫିଙ୍ଗୁଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ଗାଲିଲୀ ସମୁଦ୍ରକୂଳ ଦେଇ ଯାଉଥିବା ସମୟରେ ଶିମୋନ ଓ ତାଙ୍କ ଭାଇ ଆନ୍ଦ୍ରିୟଙ୍କୁ ସମୁଦ୍ରରେ ଭଉଁରିଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ଗାଲିଲୀ ହ୍ରଦ କୂଳ ଦେଇ ଯିବାବେଳେ ଶିମୋନ ଓ ଆନ୍ଦ୍ରିୟ ଦୁଇ ଭାଇଙ୍କୁ ଜାଲ ପକାଇ ମାଛ ଧରୁଥିବାର ଦେଖିଲେ। ସେମାନେ ମତ୍ସ୍ୟଜୀବୀ ଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ କେତେକ ଶିଷ୍ୟଙ୍କୁ ବାଛିଲେ ଯୀଶୁ ଗାଲିଲୀ ହ୍ରଦ ଦେଇ ଯିବା ସମୟରେ ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟକୁ ଦେଖିଲେ। ଶିମୋନ, ପିତରଙ୍କର ଏହା ଅନ୍ୟ ଏକ ନାମ। ସେହି ଦୁଇଜଣ କେଉଟ ଥିଲେ। ମାଛ ଧରିବା ପାଇଁ ସେମାନେ ହ୍ରଦ ଭିତରକୁ ଜାଲ ଫିଙ୍ଗୁଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ଗାଲିଲୀ ସମୁଦ୍ରକୂଳ ଦେଇ ଯାଉଥିବା ସମୟରେ ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ସମୁଦ୍ରରେ ଭଉଁରୀଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ।
Odia IRV 2017 (ଓଡିଆ ବାଇବେଲ)
ସେ ଗାଲିଲୀ ସମୁଦ୍ରକୂଳ ଦେଇ ଯାଉଥିବା ସମୟରେ ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ସମୁଦ୍ରରେ ଭଉଁରୀଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜು ಗಾಲಿಲಿಯಾ ಮನ್ತಲ್ಯಾ ಸಮುಂದರಾಚ್ಯಾ ದಂಡೆನ್ ಅಸೆಚ್ ಚಲುನ್ಗೆತ್ ಜವ್‍ಲಾಗಲ್ಲೊ. ಥೈ ಸಿಮಾವ್, ಅನಿ ತೆಚೊ ಧಾಕ್ಲೊ ಭಾವ್ ಅಂದ್ರು, ತೆಕಾ ದಿಸ್ಲೆ. ಹೆನಿ ಮಾಸೊಳ್ಯಾ ಧರ್ತಲಿ ಮಾನ್ಸಾ, ಮಾಸೊಳ್ಯಾ ಧರುಕ್ ಮನುನ್ ತೆನಿ ಸಮುಂದರಾತ್ ಜಾಳೆ ಸೊಡುಲಾಗಲ್ಲೆ.