Mark 1:33 — Compare Translations

7 translations compared side by side

Odia - 1840
"ସହରର ଲବୁ ଲୋକେ ସହେି ଘରର ଦୁଆର ରେ ଜମା ହାଇଗେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ନଗରବାସୀ ସମସ୍ତେ ଦ୍ଵାର ନିକଟରେ ଏକତ୍ର ହେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସାରା ସହରର ଲୋକେ ଆସି ଦ୍ୱାର ସାମ୍ନାରେ ଜମା ହେଲେ।
Odia Bible ERV 2004 (ପବିତ୍ର ବାଇବଲ)
ସହରର ସବୁ ଲୋକେ ସେହି ଘରର ଦୁଆରରେ ଜମା ହୋଇଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ନଗରବାସୀ ସମସ୍ତେ ଦ୍ୱାର ନିକଟରେ ଏକତ୍ର ହେଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ନଗରବାସୀସମସ୍ତେ ଦ୍ୱାର ନିକଟରେ ଏକତ୍ର ହେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಶಾರಾತ್ಲಿ ಸಗ್ಳಿ ಲೊಕಾ ತ್ಯಾ ಘರಾಚ್ಯಾ ಇದ್ರಾಕ್ ಗೊಳಾ ಹೊಲ್ಲಿ.