Mark 10:29 — Compare Translations

7 translations compared side by side

Odia - 1840
"ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଯେ ମାେ ପାଇଁ ଓ ସୁସମାଚାର ପାଇଁ ଘରଦ୍ବାର, ଭାଇ-ଭଉଣୀ, ବାପା-ମାଆ, ପିଲାଛୁଆ ଓ ଜମିବାଡି ଛାଡି ଦଇେ ପାରିଛି,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକ ମୋହର ଓ ସୁସମାଚାର ନିମନ୍ତେ ଗୃହ କିମ୍ଵା ଭ୍ରାତା କି ଭଗ୍ନୀ କି ମାତା କି ପିତା କି ସନ୍ତାନସନ୍ତତି କି ଭୂମି ପରିତ୍ୟାଗ କରିଅଛି,
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ କହିଲେ, “ତୁମ୍ଭମାନଙ୍କୁ ମୁଁ କହି ରଖୁଛି, ମୋ’ ପାଇଁ ଓ ‘ସୁସମାଚାର’ ପାଇଁ ଯେ କେହି ଗୃହ, ଭ୍ରାତା, ଭଗିନୀ, ପିତା, ମାତା, ସନ୍ତାନସନ୍ତତି କିମ୍ବା ତା’ର ଜମିବାଡ଼ି ସବୁ ଛାଡ଼େ, ଏ ଜୀବନରେ ସେ ଆହୁରି ଅଧିକ ପାଇବ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଯେ ମୋ’ ପାଇଁ ଓ ସୁସମାଗ୍ଭର ପାଇଁ ଘରଦ୍ୱାର, ଭାଇ ଭଉଣୀ, ବାପା-ମା, ପିଲାଛୁଆ ଓ ଜମିବାଡ଼ି ଛାଡ଼ି ଦେଇ ପାରିଛି,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକ ମୋହର ଓ ସୁସମାଚାର ନିମନ୍ତେ ଗୃହ କିମ୍ବା ଭାଇ କି ଭଉଣୀ କି ମାତା କି ପିତା କି ସନ୍ତାନସନ୍ତତି କି ଭୂମି ପରିତ୍ୟାଗ କରିଅଛି,
Odia IRV 2017 (ଓଡିଆ ବାଇବେଲ)
ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକ ମୋହର ଓ ସୁସମାଚାର ନିମନ୍ତେ ଗୃହ କିମ୍ବା ଭାଇ କି ଭଉଣୀ କି ମାତା କି ପିତା କି ସନ୍ତାନସନ୍ତତି କି ଭୂମି ପରିତ୍ୟାଗ କରିଅଛି,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಜೆಜುನ್ “ಹೊಯ್, ಮಿಯಾ ತುಮ್ಕಾ ಸಾಂಗ್ತಾ, ಮಾಜೆ ಸಾಟ್ನಿ ಅನಿ ದೆವಾಚ್ಯಾ ಬರ್ಯಾ ಖಬ್ರೆ ಸಾಟ್ನಿ, ಅಪ್ನಾಚೆ ಘರ್ ಹೊಂವ್ದಿ, ಭಾವಾಕ್ನಿ-ಭೆನಿಯಾಕ್ನಿ ಹೊಂವ್ದಿ, ಬಾಯ್ಕ್-ಬಾಬಾಕ್ ಹೊಂವ್ದಿ, ಪೊರಾಕ್ನಿ ಹೊಂವ್ದಿ, ಶೆತ್ ಹೊಂವ್ದಿ, ಜೊ ಮಾನುಸ್ ಸೊಡುನ್ ಯೆತಾ,