Mark 10:30 — Compare Translations

7 translations compared side by side

Odia - 1840
"ସେ ନିଶ୍ଚୟ ଆପଣାର ସହେି ଛାଡିଥିବା ବସ୍ତୁଠାରୁ ଶ ହେ ଗୁଣ ଅଧିକ ଇହ କାଳ ରେ ପାଇ ପାରିବ। ସେ ଅଧିକ ଘରଦ୍ବାର, ଭାଉ-ଭଉଣୀ, ମାଆ, ପିଲା ପିଲି, ଓ ଜମି ବାଡି ପାଇବ। ଏବଂ ନିର୍ୟ୍ଯାତନା ସହିତ ସେ ଏହି ସବୁ ଜିନିଷ ପାଇବ କିନ୍ତୁ ପର କାଳ ରେ ସେ ଅନନ୍ତ ଜୀବନ ଲାଭ କରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଏବେ ଇହକାଳରେ ତାଡ଼ନା ସଙ୍ଗେ ସଙ୍ଗେ ଶତ ଗୁଣରେ ଗୃହ, ଭ୍ରାତା, ଭଗ୍ନୀ, ମାତା, ସନ୍ତାନସନ୍ତତି ଓ ଭୂମି, ପୁଣି ପରକାଳରେ ଅନ; ଜୀବନ ନ ପାଇବ, ଏପରି ଲୋକ କେହି ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏପରିକି ଗୃହ, ଭ୍ରାତା, ଭଗିନୀ, ମାତା, ସନ୍ତାନସନ୍ତତି, ଜମି ବାଡ଼ିର ଶହେଗୁଣ ପାଇବା ସହିତ ନିର୍ଯ୍ୟାତନା ମଧ୍ୟ ଭୋଗିବ; କିନ୍ତୁ ସେ ପରକାଳରେ ଅନନ୍ତ ଜୀବନ ଲାଭ କରିବ।
Odia Bible ERV 2004 (ପବିତ୍ର ବାଇବଲ)
ସେ ନିଶ୍ଚୟ ଆପଣାର ସେହି ଛାଡ଼ିଥିବା ବସ୍ତୁଠାରୁ ଶହେ ଗୁଣ ଅଧିକ ଇହକାଳରେ ପାଇ ପାରିବ। ସେ ଅଧିକ ଘରଦ୍ୱାର, ଭାଇ ଭଉଣୀ, ମା, ପିଲା ପିଲି, ଓ ଜମି ବାଡ଼ି ପାଇବ ଏବଂ ନିର୍ଯ୍ୟାତନା ସହିତ ସେ ଏହିସବୁ ଜିନିଷ ପାଇବ କିନ୍ତୁ ପରକାଳରେ ସେ ଅନନ୍ତ ଜୀବନ ଲାଭ କରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଏବେ ଇହକାଳରେ ତାଡ଼ନା ସଙ୍ଗେ ସଙ୍ଗେ ଶତ ଗୁଣରେ ଗୃହ, ଭାଇ, ଭଉଣୀ, ମାତା, ସନ୍ତାନସନ୍ତତି ଓ ଭୂମି, ପୁଣି, ପରକାଳରେ ଅନନ୍ତ ଜୀବନ ନ ପାଇବ, ଏପରି ଲୋକ କେହି ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଆଉ ଏବେ ଇହକାଳରେ ତାଡ଼ନା ସଙ୍ଗେ ସଙ୍ଗେ ଶତ ଗୁଣରେ ଗୃହ, ଭାଇ, ଭଉଣୀ, ମାତା, ସନ୍ତାନସନ୍ତତି ଓ ଭୂମି, ପୁଣି, ପରକାଳରେ ଅନନ୍ତ ଜୀବନ ନ ପାଇବ, ଏପରିଲୋକ କେହି ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಕಾ ಶೆಂಬರ್ ವಾಟ್ಯಾನಿ ಗಾವ್ತಾ, ತವ್ಡೆಚ್ ನ್ಹಯ್ ಹ್ಯಾ ದುನಿಯಾತ್ ಪಾಜೆ ತವ್ಡಿ ಘರಾ, ಭಾವಾ, ಭೆನಿಯಾ, ಅವ್ಸಿಯಾ, ಪೊರಾ ಅನಿ ಶೆತ್ ಗಾಂವ್ತಾ ಅನಿ ಹೆಂಚ್ಯಾ ವಾಂಗ್ಡಾ ತ್ಯಾ ಮಾನ್ಸಾಕ್ ತರಾಸ್ಬಿ ಹಾಯ್. ಅನಿ ಹೆ ಸೊಡ್ಲ್ಯಾರ್ ಫಿಡೆ ಯೆತಲ್ಯಾ ಕಾಲಾತ್ ನಿರಂತರ್ ಜಿವನ್ಬಿ ತೆಕಾ ಗಾವ್ತಾ.