Mark 10:34 — Compare Translations
7 translations compared side by side
Odia - 1840
"ସମାନେେ ତାହାଙ୍କୁ ଉପହାସ କରିବେ ଓ ତାହାଙ୍କ ଉପରେ ଛପେ ପକାଇବେ। ତାହାଙ୍କୁ କୋରଡା ରେ ପିଟିବେ ଓ ଶଷେ ରେ ମାରି ପକାଇବେ। କିନ୍ତୁ ମୃତ୍ଯୁଠାରୁ ତୃତୀୟ ଦିନ ରେ ସେ ପୁନରୁତ୍ଥାନ ହବେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ସେମାନେ ତାହାଙ୍କୁ ପରିହାସ କରିବେ, ତାହାଙ୍କ ଉପରେ ଛେପ ପକାଇବେ, ତାହାଙ୍କୁ କୋରଡ଼ା ମାରିବେ ଓ ବଧ କରିବେ, ଆଉ ତିନି ଦିନ ଉତ୍ତାରେ ସେ ପୁନରୁତ୍ଥାନ କରିବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ତାଙ୍କୁ ପରିହାସ କରିବେ। ତାଙ୍କ ଉପରେ ଛେପ ପକାଇବେ। ତାଙ୍କୁ କୋରଡ଼ାରେ ପ୍ରହାର କରିବେ ଏବଂ ହତ୍ୟା କରିବେ, କିନ୍ତୁ ତିନିଦିନ ପେ ରେ ମୃତ୍ୟୁଞ୍ଜୟୀ ହୋଇ ଉଠିବେ।”
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ତାହାଙ୍କୁ ଉପହାସ କରିବେ ଓ ତାହାଙ୍କ ଉପରେ ଛେପ ପକାଇବେ। ତାହାଙ୍କୁ କୋରଡ଼ାରେ ପିଟିବେ ଓ ଶେଷରେ ମାରି ପକାଇବେ। କିନ୍ତୁ ମୃତ୍ୟୁଠାରୁ ତୃତୀୟ ଦିନରେ ସେ ପୁନରୁତ୍ଥାନ ହେବେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଶାସ୍ତ୍ରୀମାନେ ତାହାଙ୍କୁ ପରିହାସ କରିବେ, ତାହାଙ୍କ ଉପରେ ଛେପ ପକାଇବେ, ତାହାଙ୍କୁ କୋରଡ଼ା ମାରିବେ ଓ ବଧ କରିବେ, ଆଉ ତିନି ଦିନ ପରେ ସେ ପୁନରୁତ୍ଥିତ ହେବେ।”
Odia IRV 2017 (ଓଡିଆ ବାଇବେଲ)
ପୁଣି, ଶାସ୍ତ୍ରୀମାନେ ତାହାଙ୍କୁ ପରିହାସ କରିବେ, ତାହାଙ୍କ ଉପରେ ଛେପ ପକାଇବେ, ତାହାଙ୍କୁ କୋରଡ଼ା ମାରିବେ ଓ ବଧ କରିବେ, ଆଉ ତିନି ଦିନ ପରେ ସେ ପୁନରୁତ୍ଥିତ ହେବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಿ ಲೊಕಾ, ತೆಕಾ ಎಡ್ಸಡ್ತ್ಯಾತ್, ತೆಕಾ ಥುಕ್ತ್ಯಾತ್, ತೆಕಾ ಬಾರ್ಕೊಲಾನಿ ಮಾರ್ತ್ಯಾತ್. ಅನಿ ತೆಕಾ ಜಿವಾನಿಚ್ ಮಾರ್ತ್ಯಾತ್. ಖರೆ ತಿನ್ವ್ಯಾ ದಿಸಿ ತೊ ಝಿತ್ತೊ ಹೊವ್ನ್ ಉಟುನ್ ಯೆತಾ” ಮನುನ್ ಸಾಂಗ್ಲ್ಯಾನ್.