Mark 10:50 — Compare Translations

7 translations compared side by side

Odia - 1840
"ଅନ୍ଧ ଲୋକଟି ତତ୍କ୍ଷଣାତ୍ ତା ଚାଦରଟି ଫିଙ୍ଗି ଦଲୋ ଓ ଡଇେଁ ପଡିଲା। ସେ ଯୀଶୁଙ୍କ ନିକଟକୁ ଆସିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ସେ ଆପଣା ଚାଦର ଫୋପାଡ଼ିଦେଇ ଉଠି ଯୀଶୁଙ୍କ ନିକଟକୁ ଆସିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଅନ୍ଧ ତା’ର ଚାଦର ଫୋପାଡ଼ି ଦେଇ ଆନନ୍ଦରେ ଡ଼ିଆଁ ମାରି ଯୀଶୁଙ୍କ ନିକଟରେ ପହଞ୍ôଚଲା।
Odia Bible ERV 2004 (ପବିତ୍ର ବାଇବଲ)
ଅନ୍ଧ ଲୋକଟି ତ‌ତ୍‌କ୍ଷଣାତ୍ ତା’ର ଗ୍ଭଦରଟି ଫିଙ୍ଗିଦେଲା ଓ ଡେଇଁ ପଡ଼ିଲା। ସେ ଯୀଶୁଙ୍କ ନିକଟକୁ ଆସିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ସେ ଆପଣା ଚାଦର ଫୋପାଡ଼ିଦେଇ ଉଠି ଯୀଶୁଙ୍କ ନିକଟକୁ ଆସିଲା।
Odia IRV 2017 (ଓଡିଆ ବାଇବେଲ)
ତହିଁରେ ସେ ଆପଣା ଚାଦର ଫୋପାଡ଼ିଦେଇ ଉଠି ଯୀଶୁଙ୍କ ନିକଟକୁ ଆସିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೊ ಅಪ್ನಾಚೆ ಕಾಮ್ರಾನ್ ಟಾಕುನ್, ಹುಡಿಯಾ ಮಾರುನ್ಗೆತ್ ಜೆಜುಕ್ಡೆ ಗೆಲೊ.