Mark 11:12 — Compare Translations
7 translations compared side by side
Odia - 1840
"ତହିଁ ଆରଦିନ ଯେତବେେଳେ ସମାନେେ ବେଥନିଆରୁ ବାହାରୁଥିଲେ, ତାହାଙ୍କୁ ବହୁତ ଭୋକ ଲାଗିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁ ଆରଦିନ ସେମାନେ ବେଥନିଆରୁ ଆସୁଥିବା ସମୟରେ ସେ କ୍ଷୁଧିତ ହେଲେ;
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ ପରଦିନ ସେମାନେ ବେଥାନୀରୁ ଫେରିବାବେଳେ ଯୀଶୁ କ୍ଷୁଧାର୍ତ୍ତ ହେଲେ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ କହିଲେ ଡିମ୍ବିରି ବୃକ୍ଷଟି ମରିଯିବ ତହିଁ ଆରଦିନ ଯେତେବେଳେ ସେମାନେ ବେଥନୀୟାରୁ ବାହାରୁଥିଲେ, ତାହାଙ୍କୁ ବହୁତ ଭୋକ ଲାଗିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁ ଆରଦିନ ବେଥନୀୟାରୁ ଆସୁଥିବା ସମୟରେ ଯୀଶୁ କ୍ଷୁଧିତ ହେଲେ;
Odia IRV 2017 (ଓଡିଆ ବାଇବେଲ)
ତହିଁ ଆରଦିନ ବେଥନିଆରୁ ଆସୁଥିବା ସମୟରେ ଯୀଶୁ କ୍ଷୁଧିତ ହେଲେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದುಸ್ರೆಂದಿಸಿ, ತೆನಿ ಬೆಥಾನಿಯಾತ್ನಾ ಯೆತಾನಾ ಜೆಜುಕ್ ಲೈ ಭುಕ್ಲಾಗಲ್ಲಿ.