Mark 11:15 — Compare Translations
7 translations compared side by side
Odia - 1840
"ତା'ପରେ ସେ ୟିରୁଶାଲମକୁ ଗଲେ। ଯୀଶୁ ମନ୍ଦିର ରେ ପ୍ରବେଶ କଲାମାତ୍ ରେ ସଠାେରେ କିଣାବିକା କରୁଥିବା ଲୋକମାନଙ୍କୁ ବାହାରକୁ ତଡି ଦବୋକୁ ଲାଗିଲେ। ସେ ବିଭିନ୍ନ ପ୍ରକାର ମୁଦ୍ରା ବିନିମୟ କରୁଥିବା ଲୋକଙ୍କ ମଜେ ଓଲଟଇେ ଦେଲେ। ଯେଉଁମାନେ କପୋତ ବିକୁଥିଲେ ସମାନଙ୍କେର ମଜେସବୁ ମଧ୍ଯ ସେ"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହା ପରେ ସେମାନେ ଯିରୂଶାଲମକୁ ଆସିଲେ, ଆଉ ସେ ମନ୍ଦିରରେ ପ୍ରବେଶ କରି ସେସ୍ଥାନରେ କ୍ରୟବିକ୍ରୟ କରୁଥିବା ଲୋକମାନଙ୍କୁ ବାହାର କରିଦେବାକୁ ଲାଗିଲେ, ପୁଣି ମୁଦ୍ରା ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଯିରୂଶାଲମରେ ପହଞ୍ôଚ ମନ୍ଦିର ଭିତରକୁ ଗଲେ ଏବଂ ସେଠାରେ କିଣାବିକା କରୁଥିବା ଲୋକମାନଙ୍କୁ ଯୀଶୁ ବାହାର କରିଦେଲେ। ମୁଦ୍ରା ବ୍ୟବସାୟୀମାନଙ୍କ ମେଜ ଓ ପାରାବିକ୍ରେତାମାନଙ୍କ ଭାଡ଼ି ସବୁ ଓଲଟାଇ ପକାଇଲେ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁଙ୍କର ମନ୍ଦିରରେ ପ୍ରବେଶ ତା’ପରେ ସେ ଯିରୁଶାଲମକୁ ଗଲେ। ଯୀଶୁ ମନ୍ଦିରରେ ପ୍ରବେଶ କଲାମାତ୍ରେ ସେଠାରେ କିଣାବିକା କରୁଥିବା ଲୋକମାନଙ୍କୁ ବାହାରକୁ ତଡ଼ି ଦେବାକୁ ଲାଗିଲେ। ସେ ବିଭିନ୍ନ ପ୍ରକାର ମୁଦ୍ରା ବିନିମୟ କରୁଥିବା ଲୋକଙ୍କ ମେଜ ଓଲଟେଇ ଦେଲେ। ଯେଉଁମାନେ କପୋତ ବିକୁଥିଲେ ସେମାନଙ୍କର ମେଜସବୁ ମଧ୍ୟ ସେ ଓଲଟେଇ ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହା ପରେ ସେମାନେ ଯିରୂଶାଲମ ସହରକୁ ଆସିଲେ, ଆଉ ଯୀଶୁ ମନ୍ଦିରରେ ପ୍ରବେଶ କରି ସେ ସ୍ଥାନରେ କ୍ରୟବିକ୍ରୟ କରୁଥିବା ଲୋକମାନଙ୍କୁ ବାହାର କରିଦେବାକୁ ଲାଗିଲେ, ପୁଣି, ମୁଦ୍ରା-ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା-ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ,
Odia IRV 2017 (ଓଡିଆ ବାଇବେଲ)
ତାହା ପରେ ସେମାନେ ଯିରୂଶାଲମକୁ ଆସିଲେ, ଆଉ ଯୀଶୁ ମନ୍ଦିରରେ ପ୍ରବେଶ କରି ସେ ସ୍ଥାନରେ କ୍ରୟବିକ୍ରୟ କରୁଥିବା ଲୋକମାନଙ୍କୁ ବାହାର କରିଦେବାକୁ ଲାଗିଲେ, ପୁଣି, ମୁଦ୍ରା ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ಜೆರುಜಲೆಮಾಕ್ ಯೆವ್ನ್ ದೆವಾಚ್ಯಾ ಗುಡಿತ್ ಗೆಲ್ಯಾನಿ, ಥೈ ಲೊಕಾ ಸಾಮಾನಾ ಇಕ್ತಲೆ ಅನಿ ಘೆತಲೆ ಯಾಪಾರ್ ಕರುನ್ಗೆತ್ ಹೊತ್ತಿ. ಜೆಜುನ್ ತೆಂಕಾ ಗುಡಿತ್ನಾ ಭೈರ್ ಪಳ್ಸುನ್ ಘಾಟ್ಲ್ಯಾನ್. ಪಯ್ಸ್ಯಾಂಚೊ ಯಾಪಾರ್ ಕರ್ತಲ್ಯಾಂಚಿ ಮೆಜಾ ಅನಿ ಪಾರಿವಾಳಾ ಇಕ್ತಲ್ಯಾಂಚಿ ಕುರ್ಚಿಯಾ ಪಾಡ್ವುನ್ ಘಾಟ್ಲ್ಯಾನ್