Mark 11:19 — Compare Translations
7 translations compared side by side
Odia - 1840
"ସନ୍ଧ୍ଯା ହାଇଗେଲା। ସନ୍ଧ୍ଯା ହବୋରୁ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ନଗରରୁ ବାହାରି ଚାଲିଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପ୍ରତିଦିନ ସନ୍ଧ୍ୟା ସମୟରେ ସେମାନେ ନଗରରୁ ବାହାରି ଯାଉଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେଦିନ ସନ୍ଧ୍ୟା ହେବା ପରେ ଯୀଶୁ ଓ ତାଙ୍କ ଶିଷ୍ୟମାନେ ସହର ଛାଡ଼ି ଚାଲିଗଲେ।
Odia Bible ERV 2004 (ପବିତ୍ର ବାଇବଲ)
ସନ୍ଧ୍ୟା ହୋଇଗଲା। ସନ୍ଧ୍ୟା ହେବାରୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନଗରରୁ ବାହାରି ଗ୍ଭଲିଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପ୍ରତିଦିନ ସନ୍ଧ୍ୟା ସମୟରେ ସେମାନେ ନଗରରୁ ବାହାରି ଯାଉଥିଲେ।
Odia IRV 2017 (ଓଡିଆ ବାଇବେଲ)
ପ୍ରତିଦିନ ସନ୍ଧ୍ୟା ସମୟରେ ସେମାନେ ନଗରରୁ ବାହାରି ଯାଉଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾನಾ ಸಾಂಜ್ ಹೊಲ್ಲ್ಯಾ ತನ್ನಾ ಜೆಜು ಅನಿ ತೆಚಿ ಶಿಸಾ ಜೆರುಜಲೆಮ್ ಶಹರ್ ಸೊಡುನ್ ಗೆಲೆ.