Mark 11:23 — Compare Translations
7 translations compared side by side
Odia - 1840
"ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି: ଯଦି କହେି ଲୋକ ଏହି ପର୍ବତକୁ କହିବ, 'ତୁ ଉପୁଡି ସମୁଦ୍ର ରେ ଯାଇ ପଡିଯା,' ଏବଂ ଯଦି ଲୋକଟିର ମନ ରେ କୌଣସି ପ୍ରକାର ସନ୍ଦହେ ନଥାଇ ବିଶ୍ବାସ କରିବ ଯେ, ସେ ଯାହା କହିଛି ତାହା ଘଟିବ, ତବେେ ପରମେଶ୍ବର ତା'ପାଇଁ ତାହା କରି ଦବେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେକେହି ଏହି ପର୍ବତକୁ ତୁ ଉଠି ସମୁଦ୍ରରେ ଯାଇ ପଡ଼୍ ବୋଲି କହିବ, ଆଉ ଆପଣା ହୃଦୟରେ ସନ୍ଦେହ ନ କରି, ଯାହା କହୁଅଛି, ତାହା ଘଟିବ ବୋଲି ବିଶ୍ଵାସ କରିବ, ତାʼ ନିମନ୍ତେ ତାହା ଘଟିବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୁଁ ନିଶ୍ଚିତଭାବେ ତୁମ୍ଭମାନଙ୍କୁ କହୁଛି, ଯଦି କେହି ଏହି ପାହାଡ଼କୁ ଉଠିଯାଇ ସମୁଦ୍ରରେ ପଡ଼ିବା ପାଇଁ କହେ ଏବଂ ମନରେ ସନ୍ଦେହ ନ ରଖି, ସେ ଯାହା କହିଛି, ତାହା ହେବ ବୋଲି ବିଶ୍ୱାସ କରେ, ତେବେ ତାହା ନିଶ୍ଚୟ ଘଟିବ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି: ଯଦି କେହି ଲୋକ ଏହି ପର୍ବତକୁ କହିବ, ‘ତୁ ଉପୁଡ଼ି ସମୁଦ୍ରରେ ଯାଇ ପଡ଼ିଯା,’ ଏବଂ ଯଦି ଲୋକଟିର ମନରେ କୌଣସି ପ୍ରକାର ସନ୍ଦେହ ନ ଥାଇ ବିଶ୍ୱାସ କରିବ ଯେ, ସେ ଯାହା କହିଛି ତାହା ଘଟିବ, ତେବେ ପରମେଶ୍ୱର ତା’ ପାଇଁ ତାହା କରି ଦେବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଏହି ପର୍ବତକୁ ‘ତୁ ଉଠି ସମୁଦ୍ରରେ ଯାଇ ପଡ଼’ ବୋଲି କହିବ, ଆଉ ଆପଣା ହୃଦୟରେ ସନ୍ଦେହ ନ କରି, ଯାହା କହୁଅଛି, ତାହା ଘଟିବ ବୋଲି ବିଶ୍ୱାସ କରିବ, ତାʼ ନିମନ୍ତେ ତାହା ଘଟିବ।
Odia IRV 2017 (ଓଡିଆ ବାଇବେଲ)
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଏହି ପର୍ବତକୁ ତୁ ଉଠି ସମୁଦ୍ରରେ ଯାଇ ପଡ଼ ବୋଲି କହିବ, ଆଉ ଆପଣା ହୃଦୟରେ ସନ୍ଦେହ ନ କରି, ଯାହା କହୁଅଛି, ତାହା ଘଟିବ ବୋଲି ବିଶ୍ୱାସ କରିବ, ତା' ନିମନ୍ତେ ତାହା ଘଟିବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ತುಮ್ಕಾ ಖರೆಚ್ ಸಾಂಗ್ತಾ, ತುಮ್ಚ್ಯಾತ್ಲೊ ಕೊನ್ಬಿ, ಹ್ಯಾ ಮಡ್ಡಿಕ್ ಸಮುಂದರಾತ್ ಜಾವ್ನ್ ಪಡ್ ಮನುನ್, ತುಮ್ಚ್ಯಾ ಮನಾತ್ ಸಂಶೆವ್ ಕರಿನಾಸ್ತಾನಾ ಸಾಂಗ್ಲ್ಯಾರ್, ತೆ, ದೆವ್, ತೆಂಚೆ ಸಾಟ್ನಿ ಕರ್ತಾ,