Mark 11:30 — Compare Translations
7 translations compared side by side
Odia - 1840
"ମାେତେ କୁହ, ଯେତବେେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ, ତାହା ପରମେଶ୍ବରଙ୍କ ଠାରୁ ଆସିଥିଲା ନା ମନୁଷ୍ଯଠାରୁ? ମାରେ ପ୍ରଶ୍ନର ଉତ୍ତର ଦିଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯୋହନଙ୍କର ବାପ୍ତିସ୍ମ ସ୍ଵର୍ଗରୁ ନା ମନୁଷ୍ୟଠାରୁ ହେଲା? ମୋତେ ଉତ୍ତର ଦିଅ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଜଳଦୀକ୍ଷା ଦେବା ଅଧିକାର ଯୋହନ କାହାଠାରୁ ପାଇଥିଲେ, ଈଶ୍ୱରଙ୍କଠାରୁ ନା ମନୁଷ୍ୟଠାରୁ?”
Odia Bible ERV 2004 (ପବିତ୍ର ବାଇବଲ)
ମୋତେ କୁହ, ଯେତେବେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ, ତାହା ପରମେଶ୍ୱରଙ୍କଠାରୁ ଆସିଥିଲା ନା ମନୁଷ୍ୟଠାରୁ? ମୋର ପ୍ରଶ୍ନର ଉତ୍ତର ଦିଅ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ହେଲା? ମୋତେ ଉତ୍ତର ଦିଅ।”
Odia IRV 2017 (ଓଡିଆ ବାଇବେଲ)
ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ହେଲା? ମୋତେ ଉତ୍ତର ଦିଅ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾಕಾ ಸಾಂಗಾ, ಜುವಾಂವ್ ಲೊಕಾಕ್ನಿ ದೆವಾಕ್ನಾ ಯೆಲ್ಲ್ಯಾ ಅದಿಕಾರ್ಯಾನ್ ಬಾಲ್ತಿಮ್ ದಿವ್ಕ್ ಲಾಗಲ್ಲೊ? ಕಾಯ್ ಮಾನ್ಸಾನ್ ದಿಲ್ಲ್ಯಾ ಅದಿಕಾರಾನ್?” ಮನುನ್ ಇಚಾರ್ಲ್ಯಾನ್.