Mark 11:31 — Compare Translations
7 translations compared side by side
Odia - 1840
"ଯିହୂଦୀ ନେତାମାନେ ଯୀଶୁଙ୍କ ପ୍ରଶ୍ନ ଉପରେ ଆଲୋଚନା କଲେ। ସମାନେେ କୁହାକୁହି ହେଲେ, ଆମ୍ଭମାନେେ ଯଦି କହିବା ଯେ, ' ଯୋହନଙ୍କ ବାପ୍ତିସ୍ମ ପରମେଶ୍ବରଙ୍କ ଠାରୁ ଆସିଥିଲା', ତବେେ ଯୀଶୁ କହିବେ, ' ତବେେ ତୁମ୍ଭମାନେେ ଯୋହନଙ୍କୁ କାହିଁକି ବିଶ୍ବାସ କଲ ନାହିଁ?'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ଵର୍ଗରୁ ବୋଲି କହିବୁ, ତାହାହେଲେ ସେ କହିବେ, ତେବେ ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ଵାସ କଲ ନାହିଁ?
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ପରସ୍ପର ଭିତରେ ତର୍କ କରିବାକୁ ଲାଗିଲେ, “ଏ କଥାର କି ଉତ୍ତର ଦେବା? ଯଦି କହିବା ‘ଈଶ୍ୱରଙ୍କଠାରୁ’, ଯୋହନଙ୍କୁ ଆମେ କାହିଁକି ବିଶ୍ୱାସ କଲୁ ନାହିଁ ବୋଳି ସେ ପଚାରିବେ।
Odia Bible ERV 2004 (ପବିତ୍ର ବାଇବଲ)
ଯିହୂଦୀ ନେତାମାନେ ଯୀଶୁଙ୍କ ପ୍ରଶ୍ନ ଉପରେ ଆଲୋଚନା କଲେ। ସେମାନେ କୁହାକୁହି ହେଲେ, “ଆମ୍ଭେମାନେ ଯଦି କହିବା ଯେ, ‘ଯୋହନଙ୍କ ବାପ୍ତିସ୍ମ ପରମେଶ୍ୱରଙ୍କଠାରୁ ଆସିଥିଲା’, ତେବେ ଯୀଶୁ କହିବେ, ‘ତେବେ ତୁମ୍ଭେମାନେ ଯୋହନଙ୍କୁ କାହିଁକି ବିଶ୍ୱାସ କଲ ନାହିଁ?’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ କହିବେ, ତେବେ ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ?
Odia IRV 2017 (ଓଡିଆ ବାଇବେଲ)
ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ କହିବେ, ତେବେ ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ತೆನಿ ಎಕಾಮೆಕಾತ್ನಿ ಚರ್ಚಾ ಕರುಕ್ ಚಾಲು ಕರುನ್, ಅಮಿ ಕಾಯ್ ಸಾಂಗುವಾ? “ಜರ್ ತರ್, ದೆವಾಕ್ನಾ ಮನುನ್ ಸಾಂಗ್ಲ್ಯಾಂವ್ ತರ್, ತುಮಿ ಜುವಾಂವಾಕ್ ಕಶ್ಯಾಕ್ ವಿಶ್ವಾಸ್ ಕರುಕ್ನ್ಯಾಶಿ?” ಮನುನ್ ಇಚಾರ್ತಾ.