Mark 11:5 — Compare Translations
7 translations compared side by side
Odia - 1840
"କେତକେ ଲୋକ ସଠାେରେ ଠିଆ ହାଇେଥିଲେ। ସମାନେେ ଏହା ଦେଖି ପଚାରିଲେ, ତୁମ୍ଭମାନେେ ଏ ଗଧଛୁଆକୁ କାହିଁକି ଖୋଲୁଛ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି ସେମାନଙ୍କୁ ପଚାରିଲେ, ଗଧଛୁଆକୁ ଫିଟାଇ କଅଣ କରୁଛ?
Odia BSI (ପବିତ୍ର ବାଇବଲ (CL) NT (BSI))
ତାକୁ ଫିଟାଇବାବେଳେ ପାଖରେ ଠିଆ ହୋଇଥିବା କେତେଜଣ ପଚାରିଲେ, “କଅଣ କରୁଛ, ଗଧ ଛୁଆକୁ ଫିଟାଉଛ କାହିଁକି?”
Odia Bible ERV 2004 (ପବିତ୍ର ବାଇବଲ)
କେତେକ ଲୋକ ସେଠାରେ ଠିଆ ହୋଇଥିଲେ। ସେମାନେ ଏହା ଦେଖି ପଗ୍ଭରିଲେ, “ତୁମ୍ଭେମାନେ ଏ ଗଧଛୁଆକୁ କାହିଁକି ଖୋଲୁଛ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି ସେମାନଙ୍କୁ ପଚାରିଲେ, ଗଧଛୁଆକୁ ଫିଟାଇ କଅଣ କରୁଅଛ?
Odia IRV 2017 (ଓଡିଆ ବାଇବେଲ)
ସେଥିରେ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି ସେମାନଙ୍କୁ ପଚାରିଲେ, ଗଧଛୁଆକୁ ଫିଟାଇ କ'ଣ କରୁଅଛ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಥೈ ಇಬೆ ಹೊತ್ತ್ಯಾ ಲೊಕಾನಿ “ತುಮಿ ಗಾಡ್ವಾಕ್ ಕಶ್ಯಾಕ್ ಸೊಡ್ವುಲ್ಯಾಸಿ?” ಮನುನ್ ತೆಂಕಾ ಇಚಾರ್ಲ್ಯಾನಿ.