Mark 11:8 — Compare Translations
7 translations compared side by side
Odia - 1840
"ଅନକେ ଲୋକ ଯୀଶୁଙ୍କ ପାଇଁ ସମାନଙ୍କେ ଲୁଗା ରାସ୍ତା ରେ ବିଛଇେ ଦେଲେ। ଅନ୍ୟମାନେ ଡାଳ କାଟି ଆଣି ରାସ୍ତା ରେ ବିଛଇେ ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଅନେକେ ପଥରେ ଆପଣା ଆପଣା ଲୁଗା ବିଛାଇଲେ ଓ ଅନ୍ୟମାନେ କ୍ଷେତରୁ ଡାଳ କାଟି ଆଣି ବିଛାଇଦେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଅନେକେ ରାସ୍ତା ଉପରେ ମଧ୍ୟ ନିଜର ଲୁଗା ବିଛାଇ ଦେଲେ। ଅନ୍ୟମାନେ ଗଛ ଡ଼ାଳ ସବୁ କାଟି ରାସ୍ତା ଉପରେ ପକାଇଲେ।
Odia Bible ERV 2004 (ପବିତ୍ର ବାଇବଲ)
ଅନେକ ଲୋକ ଯୀଶୁଙ୍କ ପାଇଁ ସେମାନଙ୍କ ଲୁଗା ରାସ୍ତାରେ ବିଛେଇ ଦେଲେ। ଅନ୍ୟମାନେ ଡାଳ କାଟି ଆଣି ରାସ୍ତାରେ ବିଛେଇ ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଅନେକେ ପଥରେ ଆପଣା ଆପଣା ଲୁଗା ବିଛାଇଲେ ଓ ଅନ୍ୟମାନେ କ୍ଷେତରୁ ଡାଳ କାଟି ଆଣି ବିଛାଇଦେଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଅନେକେ ପଥରେ ଆପଣା ଆପଣା ଲୁଗା ବିଛାଇଲେ ଓ ଅନ୍ୟମାନେ କ୍ଷେତରୁ ଡାଳ କାଟି ଆଣି ବିଛାଇଦେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸುಮಾರ್ ಲೊಕಾನಿ ತೆಂಚೆ ಕಪ್ಡೆ ರಸ್ತ್ಯಾ ವರ್ತಿ ಹಾತರ್ಲ್ಯಾನಿ. ಅನಿ ಹುರಲ್ಲ್ಯಾನಿ ಮ್ಹಳ್ಯಾನಿತ್ನಾ ಝಾಡಾಂಚಿ ಟಾಳಿಯಾ ಮೊಡುನ್ ಹಾನುನ್ ರಸ್ತ್ಯಾ ವರ್ತಿ ಘಾಟ್ಲ್ಯಾನಿ.