Mark 12:22 — Compare Translations

7 translations compared side by side

Odia - 1840
"ସାତ ଜଣ ଭାଇ ସହେି ସ୍ତ୍ରୀ ଲୋକକୁ ଜଣକ ପରେ ଜଣେ ବିବାହ କଲେ ଓ ଶଷେ ରେ ମରିଗଲେ। ସମାନଙ୍କେ ମଧ୍ଯରୁ କାହାରି ହେଲେ କୌଣସି ପିଲାପିଲି ନଥିଲେ। ଶଷେ ରେ ସହେି ସ୍ତ୍ରୀଟି ମଧ୍ଯ ମରିଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ସାତ ଜଣଯାକ ନିଃସନ୍ତାନ ହୋଇ ମଲେ; ସମସ୍ତଙ୍କ ଶେଷରେ ସେହି ସ୍ତ୍ରୀ ମଧ୍ୟ ମଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ତୃତୀୟ ଭାଇ ଓ ଅନ୍ୟାନ୍ୟ ଭାଇମାନେ ସେହି ଜଣେ ସ୍ତ୍ରୀ ଲୋକକୁ ବିବାହ କରି ସମସ୍ତେ ନିଃସନ୍ତାନ ହୋଇ ମରିଗଲେ।
Odia Bible ERV 2004 (ପବିତ୍ର ବାଇବଲ)
ସାତ ଜଣ ଭାଇ ସେହି ସ୍ତ୍ରୀ ଲୋକକୁ ଜଣକ ପରେ ଜଣେ ବିବାହ କଲେ ଓ ଶେଷରେ ମରିଗଲେ। ସେମାନଙ୍କ ମଧ୍ୟରୁ କାହାରି ହେଲେ କୌଣସି ପିଲାପିଲି ନ ଥିଲେ। ଶେଷରେ ସେହି ସ୍ତ୍ରୀଟି ମଧ୍ୟ ମରିଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ସାତ ଜଣଯାକ ନିଃସନ୍ତାନ ହୋଇ ମଲେ; ସମସ୍ତଙ୍କ ଶେଷରେ ସେହି ସ୍ତ୍ରୀ ମଧ୍ୟ ମଲା।
Odia IRV 2017 (ଓଡିଆ ବାଇବେଲ)
ଆଉ ସାତ ଜଣଯାକ ନିଃସନ୍ତାନ ହୋଇ ମଲେ; ସମସ୍ତଙ୍କ ଶେଷରେ ସେହି ସ୍ତ୍ରୀ ମଧ୍ୟ ମଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಶೆ ಎಕ್ಲ್ಯಾಚ್ಯಾ ಫಾಟ್ನಾ ಅನಿ ಎಕ್ಲೊ ಸತ್ ಜಾನಾ ಭಾವಾಬಿ ಪೊರಾ ನಸ್ತಾನಾ ಮರ್ಲಿ, ಮಾನಾ ತೆಂಚ್ಯಾ ಫಾಟ್ನಾ ತಿ ಬಾಯ್ಕೊಮನುಸ್ಬಿ ಮರ್ಲಿ;