Mark 12:23 — Compare Translations
7 translations compared side by side
Odia - 1840
"କିନ୍ତୁ ସାତ ଭାଇଯାକ ତାକୁ ବିବାହ କରିଥିଲେ। ତବେେ ପୁନରୁତ୍ଥାନ ସମୟରେ, ସହେି ସ୍ତ୍ରୀଟି କାହାର ପତ୍ନୀ ହବେ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁନରୁତ୍ଥାନ ସମୟରେ ଯେତେବେଳେ ସେମାନେ ଉଠିବେ, ସେତେବେଳେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଶେଷରେ ସ୍ତ୍ରୀ ଲୋକଟି ମଧ୍ୟ ମରିଗଲା। ଏବେ କହନ୍ତୁ, ପୁନରୁତ୍ଥାନ ଦିବସରେ, ଯେତେବେଳେ ମୃତମାନେ ପୁନର୍ଜୀବିତ ହୋଇ ଉଠିବେ, ସେହି ସ୍ତ୍ରୀ ଲୋକଟି କାହାର ପତ୍ନୀ ହେବ? ସାତଜଣଯାକ ତ ତାକୁ ବିବାହ କରିଥିଲେ।”
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ସାତ ଭାଇଯାକ ତାକୁ ବିବାହ କରିଥିଲେ। ତେବେ ପୁନରୁତ୍ଥାନ ସମୟରେ, ସେହି ସ୍ତ୍ରୀଟି କାହାର ପତ୍ନୀ ହେବ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁନରୁତ୍ଥାନ ସମୟରେ ଯେତେବେଳେ ସେମାନେ ଉଠିବେ, ସେତେବେଳେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ।
Odia IRV 2017 (ଓଡିଆ ବାଇବେଲ)
ପୁନରୁତ୍ଥାନ ସମୟରେ ଯେତେବେଳେ ସେମାନେ ଉଠିବେ, ସେତେବେଳେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆ ಹೊಲ್ಯಾರ್ ಅತ್ತಾ ಪರ್ತುನ್ ಝಿತ್ತೆ ಹೊತಲ್ಯಾ ದಿಸಿ, ತಿ ಬಾಯ್ಕೊ ಮಾನುಸ್ ತ್ಯಾ ಸತ್ ಜಾನಾ ಭಾವಾತ್ನಿ ಕೊನಾಚಿ ಬಾಯ್ಕೊ ಹೊತಾ? ಮನುನ್ ಇಚಾರ್ಲ್ಯಾನಿ.