Mark 12:27 — Compare Translations
7 translations compared side by side
Odia - 1840
"ଯଦି ପରମେଶ୍ବର କହିଛନ୍ତି ଯେ, ସେ ସମାନଙ୍କେର ପରମେଶ୍ବର, ତବେେ ପ୍ରକୃତ ରେ ଏ ଲୋକମାନେ ମୃତ ନୁହଁନ୍ତି। କାରଣ ସେ ମୃତମାନଙ୍କର ପରମେଶ୍ବର ନୁହଁନ୍ତି। ବରଂ ସେ ଜୀବିତମାନଙ୍କର ପରମେଶ୍ବର। ହେ ସାଦ୍ଦୁକୀମାନେ, ତୁମ୍ଭମାନେେ ବଡ ଭ୍ରମ ରେ ପଡିଛ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ମୃତମାନଙ୍କର ଈଶ୍ଵର ନୁହନ୍ତି, ମାତ୍ର ଜୀବିତମାନଙ୍କର । ତୁମ୍ଭେମାନେ ବଡ଼ ଭ୍ରାନ୍ତ ହେଉଅଛ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ମୃତମାନଙ୍କ ଈଶ୍ୱର ନୁହଁନ୍ତି, ସେ ଜୀବିତମାନଙ୍କ ଈଶ୍ୱର। ତୁମ୍ଭେମାନେ ଏକାବେଳକେ ଭ୍ରାନ୍ତ।”
Odia Bible ERV 2004 (ପବିତ୍ର ବାଇବଲ)
ଯଦି ପରମେଶ୍ୱର କହିଛନ୍ତି ଯେ, ସେ ସେମାନଙ୍କର ପରମେଶ୍ୱର, ତେବେ ପ୍ରକୃତରେ ଏ ଲୋକମାନେ ମୃତ ନୁହନ୍ତି। କାରଣ ସେ ମୃତମାନଙ୍କର ପରମେଶ୍ୱର ନୁହନ୍ତି ବରଂ ସେ ଜୀବିତମାନଙ୍କର ପରମେଶ୍ୱର। ହେ ସାଦ୍ଦୂକୀମାନେ, ତୁମ୍ଭେମାନେ ବଡ଼ ଭ୍ରମରେ ପଡ଼ିଛ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ମୃତମାନଙ୍କର ଈଶ୍ବର ନୁହଁନ୍ତି, ମାତ୍ର ଜୀବିତମାନଙ୍କର। ତୁମ୍ଭେମାନେ ବଡ଼ ଭ୍ରାନ୍ତ ହେଉଅଛ।”
Odia IRV 2017 (ଓଡିଆ ବାଇବେଲ)
ସେ ମୃତମାନଙ୍କର ଈଶ୍ୱର ନୁହଁନ୍ତି, ମାତ୍ର ଜୀବିତମାନଙ୍କର । ତୁମ୍ଭେମାନେ ବଡ଼ ଭ୍ରାନ୍ତ ହେଉଅଛ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ದೆವ್ ಮಿಯಾ ಅಬ್ರಾಹಾಮ್, ಇಸಾಕ್, ಜಾಕೊಬಾಚೊ ದೆವ್ ಮನುನ್ ಸಾಂಗ್ತಾ ಜಾಲ್ಯಾರ್, ತೆನಿ ಝಿತ್ತೆ ಹಾತ್ ಮನುನ್ ಅರ್ತ್, ತುಮಿ ಲೈ ಚುಕ್ ಯೌಜುನ್ಘೆವ್ನ್ ಹಾಸಿ” ಮಟ್ಲ್ಯಾನ್.