Mark 12:39 — Compare Translations

7 translations compared side by side

Odia - 1840
"ସମାଜ ଗୃହ ରେ ସମାନେେ ମହତ୍ବପୂର୍ଣ୍ଣ ଆସନ ରେ ବସିବାକୁ ଭଲପାଆନ୍ତି। ଭୋଜି ରେ ସମାନେେ, ଅତ୍ଯନ୍ତ ମହତ୍ବପୂର୍ଣ୍ଣ ସ୍ଥାନ ପାଇବାକୁ ଭଲପାଆନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ଗ୍ରହଣ କରିବାକୁ ଭଲ ପାଆନ୍ତି;
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନଙ୍କୁ ଶିକ୍ଷା ଦେଲାବେଳେ ଯୀଶୁ କହିଲେ, “ଦୀର୍ଘ ପୋଷାକ ପିନ୍ଧି ହାଟ ବଜାରମାନଙ୍କରେ ଲୋକମାନଙ୍କଠାରୁ ସମ୍ମାନ ପାଉଥିବା ଏବଂ ସମାଜ ଗୃହ ଓ ଭୋଜୀମାନଙ୍କରେ ବିଶିଷ୍ଟ ସ୍ଥାନ ଅଧିକାର କରୁଥିବା ଧର୍ମଗୁରୁମାନଙ୍କ ପ୍ରତି ସତର୍କ ରୁହ।
Odia Bible ERV 2004 (ପବିତ୍ର ବାଇବଲ)
ସମାଜଗୃହରେ ସେମାନେ ମହତ୍ତ୍ୱପୂର୍ଣ୍ଣ ଆସନରେ ବସିବାକୁ ଭଲ ପାଆନ୍ତି। ଭୋଜିରେ ସେମାନେ, ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ପାଇବାକୁ ଭଲ ପାଆନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ଗ୍ରହଣ କରିବାକୁ ଭଲ ପାଆନ୍ତି;
Odia IRV 2017 (ଓଡିଆ ବାଇବେଲ)
ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ଗ୍ରହଣ କରିବାକୁ ଭଲ ପାଆନ୍ତି;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ಸಿನಾಗೊಗಾತ್ನಿ ಗೆಲ್ಲ್ಯಾ ತನ್ನಾ ಅನಿ ಸನಾಚ್ಯಾ ಪಂಗ್ತಿಯಾತ್ನಿ ಬಸುಕ್ ಬರೆ-ಬರೆ ಜಾಗೆ ಹುಡ್ಕುನ್ ಘೆತ್ಯಾತ್.