Mark 12:7 — Compare Translations

7 translations compared side by side

Odia - 1840
"କିନ୍ତୁ କୃଷକମାନେ କୁହାକୁହି ହେଲେ, 'ଏହି ଲୋକଟି ବଗିଚା ମାଲିକର ପୁଅ। ବଗିଚାର ସେ ଉତ୍ତରାଧିକାରୀ। ଆମ୍ଭମାନେେ ତାକୁ ମାରି ଦେଲେ ବଗିଚାଟି ଆମ୍ଭର ହାଇଯେିବ'।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ସେହି କୃଷକମାନେ ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ, ଆସ, ଏହାକୁ ବଧ କରିବା; ତାହାହେଲେ ଅଧିକାର ଆମ୍ଭମାନଙ୍କର ହେବ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ସେହି ଚାଷୀମାନେ ପରସ୍ପରକୁ କହିଲେ, “ଏ ମାଲିକର ଉତ୍ତରାଧିକାରୀ। ଆସ ତାକୁ ମାରିଦେବା ତା’ହେଲେ ମାଲିକର ସମ୍ପତ୍ତି ଆମ ହାତକୁ ଆସିବ।”
Odia Bible ERV 2004 (ପବିତ୍ର ବାଇବଲ)
“କିନ୍ତୁ କୃଷକମାନେ କୁହାକୁହି ହେଲେ, ‘ଏହି ଲୋକଟି ବଗିଗ୍ଭ ମାଲିକର ପୁଅ। ବଗିଗ୍ଭର ସେ ଉତ୍ତରାଧିକାରୀ। ଆମ୍ଭେମାନେ ତାକୁ ମାରିଦେଲେ ବଗିଗ୍ଭଟି ଆମ୍ଭର ହୋଇଯିବ’।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ସେହି କୃଷକମାନେ ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ, ଆସ, ଏହାକୁ ବଧ କରିବା; ତାହାହେଲେ ଅଧିକାର ଆମ୍ଭମାନଙ୍କର ହେବ।
Odia IRV 2017 (ଓଡିଆ ବାଇବେଲ)
ମାତ୍ର ସେହି କୃଷକମାନେ ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ, ଆସ, ଏହାକୁ ବଧ କରିବା; ତାହାହେଲେ ଅଧିକାର ଆମ୍ଭମାନଙ୍କର ହେବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ತ್ಯಾ ಗುತ್ಕೆ ಘೆಟಲ್ಲ್ಯಾನಿ ತೆಕಾ ಬಗುನ್,“ಹ್ಯೊ ಸಾವ್ಕಾರಾಚೊ ಲೆಕ್, ಹ್ಯಾ ಅಸ್ತಿಚೊ ವಾರಿಸ್ದಾರ್, ಹೆಕಾ ಜಿವಾನಿ ಮಾರುನ್ ಟಾಕುವಾ, ತನ್ನಾ ಹಿ ಆಸ್ತಿ ಅಮ್ಕಾಚ್ ಹೊತಾ” ಮನುನ್ ಬೊಲುನ್ ಘೆವ್ನ್