Mark 12:8 — Compare Translations

7 translations compared side by side

Odia - 1840
"ତେଣୁ କୃଷକମାନେ ମାଲିକର ପୁଅକୁ ଧରି ନଇେ ଜୀବନ ରେ ମାରି ଦେଲେ ଓ ଦ୍ରାକ୍ଷାକ୍ଷେତ୍ର ବାହାରକୁ ଫିଙ୍ଗି ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ସେମାନେ ତାଙ୍କୁ ଧରି ବଧ କଲେ ଓ ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇଦେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହା କହି ସେମାନେ ମାଲିକର ପୁଅକୁ ଧରି ହତ୍ୟା କଲେ ଏବଂ ଶବକୁ କ୍ଷେତ ବାହାରେ ଫୋପାଡ଼ି ଦେଲେ।”
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ କୃଷକମାନେ ମାଲିକର ପୁଅକୁ ଧରି ନେଇ ଜୀବନରେ ମାରିଦେଲେ ଓ ଦ୍ରାକ୍ଷାକ୍ଷେତ୍ର ବାହାରକୁ ଫିଙ୍ଗିଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ସେମାନେ ତାହାଙ୍କୁ ଧରି ବଧ କଲେ ଓ ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇଦେଲେ।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ସେମାନେ ତାହାଙ୍କୁ ଧରି ବଧ କଲେ ଓ ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇଦେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ಸಾವ್ಕಾರಾಚ್ಯಾ ಲೆಕಾಕ್ ಧರುನ್ ಜಿವಾನಿ ಮಾರುನ್ ತೆಚೆ ಮಡೆ ಮಳ್ಯಾಚ್ಯಾ ಭಾಯ್ರ್ ಟಾಕ್ಲ್ಯಾನಿ.