Mark 13:15 — Compare Translations
7 translations compared side by side
Odia - 1840
"ଯେଉଁ ଲୋକ ଘରର ଛାତ ଉପରେ ଥିବ, ସେ ଘର ଭିତରକୁ ଯାଇ କିଛି ହେଲେ ପାଇବାକୁ ତଳକୁ ନ ଆସିବା ଉଚିତ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେ ଛାତ ଉପରେ ଥାଏ, ସେ ଆପଣା ଘରୁ କୌଣସି ପଦାର୍ଥ ଘେନିଯିବା ପାଇଁ ଓହ୍ଳାଇ ନ ଆସୁ ବା ଭିତରକୁ ନ ଯାଉ;
Odia BSI (ପବିତ୍ର ବାଇବଲ (CL) NT (BSI))
ଯେ ଛାତ ଉପରକୁ ଯାଇଛି, ଘର ଭିତରୁ କୌଣସି ଜିନିଷ ନେବା ପାଇଁ ସେ ଓହ୍ଲାଇ ଆସି ସମୟ ନଷ୍ଟ ନ କରୁ।
Odia Bible ERV 2004 (ପବିତ୍ର ବାଇବଲ)
ଯେଉଁ ଲୋକ ଘରର ଛାତ ଉପରେ ଥିବ, ସେ ଘର ଭିତରକୁ ଯାଇ କିଛି ହେଲେ ପାଇବାକୁ ତଳକୁ ନ ଆସିବା ଉଚିତ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେ ଛାତ ଉପରେ ଥାଏ, ସେ ଆପଣା ଘରୁ କୌଣସି ପଦାର୍ଥ ଘେନିଯିବା ପାଇଁ ଓହ୍ଲାଇ ନ ଆସୁ ବା ଭିତରକୁ ନ ଯାଉ;
Odia IRV 2017 (ଓଡିଆ ବାଇବେଲ)
ଯେ ଛାତ ଉପରେ ଥାଏ, ସେ ଆପଣା ଘରୁ କୌଣସି ପଦାର୍ଥ ଘେନିଯିବା ପାଇଁ ଓହ୍ଲାଇ ନ ଆସୁ ବା ଭିତରକୁ ନ ଯାଉ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಘರಾಚ್ಯಾ ಥಾಟಾ ವರ್ತಿ ಅಸಲ್ಲೊ ಮಾನುಸ್ ಖಾಲ್ತಿ ಉತ್ರುನ್ ಘರಾತ್ ಗುಸುನ್ ಕಾಯ್ಬಿ ಘೆವ್ಕ್ ಮನುನ್ ಎಳ್ ಕರಿನಸ್ತಾನಾ ಪಳುನ್ ಜಾಂವ್ದಿ,