Mark 13:16 — Compare Translations

7 translations compared side by side

Odia - 1840
"ଯଦି କହେି ବାହା ରେ ପଡିଆ ରେ ଥାଏ, ସେ ନିଜ ଚାଦର ଆଣିବା ପାଇଁ ଘରକୁ ଫରେି ନ ଯାଉ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ଚାଦର ଘେନିଯବା ପାଇଁ ଲେଉଟି ନ ଯାଉ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯେ ବିଲକୁ ଯାଇଛି, ପୋଷାକ ନେବା ପାଇଁ ସେ ଘରକୁ ନ ଫେରୁ।
Odia Bible ERV 2004 (ପବିତ୍ର ବାଇବଲ)
ଯଦି କେହି ବାହାରେ ପଡ଼ିଆରେ ଥାଏ, ସେ ନିଜ ଗ୍ଭଦର ଆଣିବା ପାଇଁ ଘରକୁ ଫେରି ନ ଯାଉ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ବସ୍ତ୍ର ଘେନିଯିବା ପାଇଁ ଫେରି ନ ଯାଉ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ଚାଦର ଘେନିଯିବା ପାଇଁ ଫେରି ନ ଯାଉ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಶೆತಾತ್ ಹೊತ್ತೊ ಮಾನುಸ್ ಅಪ್ನಾಚೆ ಕಪ್ಡೆ ಘೆವ್ಕ್ ಮನುನ್ ಘರಾಕ್ ಜಾಯ್ನಸ್ತಾನಾ ರ್‍ಹಾಂವ್ದಿತ್,