Mark 13:21 — Compare Translations

7 translations compared side by side

Odia - 1840
"ସହେି ଦିନମାନଙ୍କ ରେ କେତକେ ଲୋକ ତୁମ୍ଭମାନଙ୍କୁ କହି ପାରନ୍ତି ଯେ, ' ଦେଖ ଏଠା ରେ ଯୀଶୁ ଅଛନ୍ତି'କିମ୍ବା ' ଦେଖ ସଠାେରେ ସେ ଅଛନ୍ତି'ା ତୁମ୍ଭେ କିନ୍ତୁ ସମାନଙ୍କେୁ ବିଶ୍ବାସ କରିବ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ‘ଦେଖ, ଖ୍ରୀଷ୍ଟ ଏଠାରେʼ କିବା ‘ଦେଖ, ସେଠାରେʼ, କେହି ଯେବେ ତୁମ୍ଭମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ଵାସ କର ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେତେବେଳେ ଯଦି କେହି କହେ, ‘ଦେଖ, ମସୀହ ଏଇଠି ଅଛନ୍ତି,’ କିମ୍ବା ‘ଦେଖ, ମସୀହ ସେଇଠି ଅଛନ୍ତି,’ ତାକୁ ବିଶ୍ୱାସ କର ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
“ସେହି ଦିନମାନଙ୍କରେ କେତେକ ଲୋକ ତୁମ୍ଭମାନଙ୍କୁ କହି ପାରନ୍ତି ଯେ, ‘ଦେଖ ଏଠାରେ ଯୀଶୁ ଅଛନ୍ତି’ କିମ୍ବା’ ଦେଖ ସେଠାରେ ସେ ଅଛନ୍ତି’ ତୁମ୍ଭେ କିନ୍ତୁ ସେମାନଙ୍କୁ ବିଶ୍ୱାସ କରିବ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ‘ଦେଖ, ଖ୍ରୀଷ୍ଟ ଏଠାରେ’ କିମ୍ଵା ‘ଦେଖ, ସେଠାରେ,’ କେହି ଯେବେ ତୁମ୍ଭମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ୱାସ କର ନାହିଁ।
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ 'ଦେଖ, ଖ୍ରୀଷ୍ଟ ଏଠାରେ' କିମ୍ଵା 'ଦେଖ, ସେଠାରେ', କେହି ଯେବେ ତୁମ୍ଭମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ୱାସ କର ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಚ್ಯಾ ಮಾನಾ ಕೊನ್ ತರ್ ತುಮ್ಕಾ “ಅಬಕ್! ಕ್ರಿಸ್ತ್ ಹಿತ್ತೆ ಹಾಯ್, ನಾ ಹೊಲ್ಯಾರ್ ಥೈ ಹಾಯ್, ಮನುನ್‍ ಸಾಂಗ್ತಿಲ್ ತೆಕಾ ವಿಶ್ವಾಸುಚ್ ಕರುನಕಾಸಿ.