Mark 13:29 — Compare Translations

7 translations compared side by side

Odia - 1840
"ମୁଁ ତୁମ୍ଭକୁ ଯାହା କହିଲି, ଠିକ୍ ତାହା ଏହିପରି ଘଟିବ। ତୁମ୍ଭମାନେେ ଯେତବେେଳେ ଏହିଭଳି ସବୁ ଘଟିବାର ଦେଖିବ, ସେତବେେଳେ ବୁଝ ଯେ ' ସହେି ସମୟ' ନିକଟରେ ଆସି ପହଞ୍ଚିଗଲାଣି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହିପରି ତୁମ୍ଭେମାନେ ମଧ୍ୟ ଏହିସମସ୍ତ ଘଟଣା ଦେଖିଲେ ସେ ଦ୍ଵାରର ସନ୍ନିକଟ, ଏହା ଜାଣ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଠିକ୍ ସେହିପରି ଏହିସବୁ ଘଟଣା ଦେଖିଲେ, ଅନ୍ତିମକାଳ ନିକଟ ହେଲା ବୋଲି ଜାଣିବ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ତୁମ୍ଭକୁ ଯାହା କହିଲି, ଠିକ୍ ତାହା ଏହିପରି ଘଟିବ। ତୁମ୍ଭେମାନେ ଯେତେବେଳେ ଏହିଭଳି ସବୁ ଘଟିବାର ଦେଖିବ, ସେତେବେଳେ ବୁଝ ଯେ, ‘ସେହି ସମୟ’ ନିକଟରେ ଆସି ପହଞ୍ଚିଗଲାଣି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଘଟଣା ଦେଖିଲେ ସେ ଦ୍ୱାରରେ ସନ୍ନିକଟ, ଏହା ଜାଣ।
Odia IRV 2017 (ଓଡିଆ ବାଇବେଲ)
ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଘଟଣା ଦେଖିଲେ ସେ ଦ୍ୱାରରେ ସନ୍ନିକଟ, ଏହା ଜାଣ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆಚ್ ಮಿಯಾ ತುಮ್ಕಾ ಸಾಂಗಲ್ಲ್ಯಾ ಸಗ್ಳ್ಯಾ ಸಂಗ್ತಿಯಾ ಹೊತಲೆ ಬಗುನ್ ತೊ ಎಳ್ ಜಗ್ಗೊಳ್ ಯೆವ್ನ್ ಚಾಲು ಹೊನಾರ್ ಹಾಯ್ ಮನುನ್,