Mark 13:3 — Compare Translations
7 translations compared side by side
Odia - 1840
"ପରେ ଯୀଶୁ ମନ୍ଦିର ସାମନା ରେ ଥିବା ଜୀତ ପର୍ବତ ଉପରେ ବସିଥିଲେ। ତାହାଙ୍କ ସହିତ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ଥିଲେ। ସମାନେେ ଯୀଶୁଙ୍କୁ ବ୍ଯକ୍ତିଗତଭାବେ ପଚାରିଲେ,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ସେ ଜୀତ ପର୍ବତ ଉପରେ ମନ୍ଦିର ସମ୍ମୁଖରେ ବସନ୍ତେ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଏସବୁ କେବେ ଘଟିବ,
Odia BSI (ପବିତ୍ର ବାଇବଲ (CL) NT (BSI))
ଦିନେ ଯୀଶୁ ମନ୍ଦିର ସମ୍ମୁଖସ୍ଥ ଜୀତ ପର୍ବତ ଉପରେ ବସିଥିଲେ। ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ଏକାନ୍ତରେ ତାଙ୍କ ନିକଟକୁ ଆସି ପଚାରିଲେ,
Odia Bible ERV 2004 (ପବିତ୍ର ବାଇବଲ)
ପରେ ଯୀଶୁ ମନ୍ଦିର ସାମନାରେ ଥିବା ଜୀତପର୍ବତ ଉପରେ ବସିଥିଲେ। ତାହାଙ୍କ ସହିତ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ଥିଲେ। ସେମାନେ ଯୀଶୁଙ୍କୁ ବ୍ୟକ୍ତିଗତଭାବେ ପଗ୍ଭରିଲେ,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ସେ ଜୀତପର୍ବତ ଉପରେ ମନ୍ଦିର ସମ୍ମୁଖରେ ବସନ୍ତେ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଏସବୁ କେବେ ଘଟିବ,
Odia IRV 2017 (ଓଡିଆ ବାଇବେଲ)
ପରେ ସେ ଜୀତପର୍ବତ ଉପରେ ମନ୍ଦିର ସମ୍ମୁଖରେ ବସନ୍ତେ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଏସବୁ କେବେ ଘଟିବ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜು ದೆವಾಚ್ಯಾ ಗುಡಿಚ್ಯಾ ಇದ್ರಾಕ್ ಅಸಲ್ಲ್ಯಾ ಒಲಿವ್ ಮನ್ತಲ್ಯಾ ಮಡ್ಡಿ ವೈರ್ ಬಸಲ್ಲ್ಯಾ ತನ್ನಾ, ಪೆದ್ರು, ಜಾಕೊಬ್, ಜುವಾಂವ್ ಅನಿ ಅಂದ್ರು, ಎಗ್ಳೆಚ್ ಯೆವ್ನ್,