Mark 13:35 — Compare Translations

7 translations compared side by side

Odia - 1840
"ଏଣୁ ତୁମ୍ଭମାନେେ ମଧ୍ଯ ସର୍ବଦା ପ୍ରସ୍ତୁତ ହାଇେ ରୁହ। କାରଣ ତୁମ୍ଭେ ଜାଣ ନାହିଁ, ଘରର ମାଲିକ କେତବେେଳେ ଯେ ଆସି ପହଁଞ୍ଚିଯିବେ। ସନ୍ଧ୍ଯା ବେଳେ, ଅଧରାତି ରେ, ପାହାନ୍ତିଆ ରେ ବା ସକାଳେ, କୌଣସି ସମୟରେ ସେ ଆସି ଯାଇ ପାରନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅତଏବ, କାଳେ ଗୃହକର୍ତ୍ତା ଅକସ୍ମାତ୍ ଆସି ତୁମ୍ଭମାନଙ୍କୁ ନିଦ୍ରିତ ଦେଖନ୍ତି,
Odia BSI (ପବିତ୍ର ବାଇବଲ (CL) NT (BSI))
ସେହିପରି ମୁଁ ମଧ୍ୟ ତୁମକୁ ସାବଧାନ କରିବାକୁ କହୁଛି, କାରଣ ଗୃହ ସ୍ୱାମୀ କେବେ ଆସିବେ, ତୁମେ ଜାଣ ନାହିଁ - ସନ୍ଧ୍ୟାବେଳେ କିମ୍ବା ଅଧ ରାତିରେ, ଉଷା ପୂର୍ବରୁ କିମ୍ବା ସୂର୍ଯ୍ୟୋଦୟବେଳେ ସେ ଆସି ପାରନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ଏଣୁ ତୁମ୍ଭେମାନେ ମଧ୍ୟ ସର୍ବଦା ପ୍ରସ୍ତୁତ ହୋଇ ରୁହ। କାରଣ ତୁମ୍ଭେ ଜାଣ ନାହିଁ, ଘରର ମାଲିକ କେତେବେଳେ ଆସି ପହଞ୍ଚି ଯିବେ। ସନ୍ଧ୍ୟାବେଳେ, ଅଧରାତିରେ, ପାହାନ୍ତିଆରେ ବା ସକାଳେ, କୌଣସି ସମୟରେ ସେ ଆସି ଯାଇ ପାରନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅତଏବ, କାଳେ ଗୃହକର୍ତ୍ତା ହଠାତ୍‍ ଆସି ତୁମ୍ଭମାନଙ୍କୁ ନିଦ୍ରିତ ଦେଖନ୍ତି,
Odia IRV 2017 (ଓଡିଆ ବାଇବେଲ)
ଅତଏବ, କାଳେ ଗୃହକର୍ତ୍ତା ହଠାତ୍ ଆସି ତୁମ୍ଭମାନଙ୍କୁ ନିଦ୍ରିତ ଦେଖନ୍ତି,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಕನ್ನಾಬಿ ತಯಾರಿತ್ ರ್‍ಹಾವಾ, ಕಶ್ಯಾಕ್ ಮಟ್ಲ್ಯಾರ್ ಘರ್ಚೊ ವಡಿಲ್ ಕನ್ನಾ ಯೆತಾ ಮನುನ್ ತುಮ್ಕಾ ಗೊತ್ತ್ ನಾ, ಎಕ್ ಎಳಾರ್ ಸಾಂಚೆಕ್ಡೆ ರ್‍ಹಾವ್ಕ್ ಫಿರೆ, ನಾಹೊಲ್ಯಾರ್ ಅರ್ದ್ಯಾ ರಾತ್ತಿನ್ ರ್‍ಹಾವ್ಕ್ ಫಿರೆ, ನಾಹೊಲ್ಯಾರ್ ನಸ್ಕಾತ್ ನಾಹೊಲ್ಯಾರ್ ಸಕ್ಕಾಳ್ಚೆ ರಾವ್ಕ್ ಫಿರೆ,