Mark 13:4 — Compare Translations

7 translations compared side by side

Odia - 1840
"ଏ ସବୁ କବେେ ଘଟିବ, ଆମ୍ଭକୁ କୁହ? ଏ ସବୁ ଘଟିବା ସମୟ ହାଇଗେଲା ବୋଲି, କ'ଣ କ'ଣ ଚିହ୍ନ ମାନ ଦଖାେ ୟିବ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଯେଉଁ ସମୟରେ ଏହିସବୁ ସଫଳ ହେବା ସନ୍ନିକଟ ହେବ, ସେସମୟର ଲକ୍ଷଣ କଅଣ, ତାହା ଆମ୍ଭମାନଙ୍କୁ କହନ୍ତୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଏସବୁ କେବେ ଘଟିବ, ଆମକୁ କୁହନ୍ତୁ। କଅଣ ଦେଖି ଏସବୁ ପାଖ ହୋଇ ଆସିଲାଣି ବୋଲି ଆମେ ଜାଣିବୁ?”
Odia Bible ERV 2004 (ପବିତ୍ର ବାଇବଲ)
“ଏ ସବୁ କେବେ ଘଟିବ, ଆମ୍ଭକୁ କୁହ? ଏ ସବୁ ଘଟିବା ସମୟ ହୋଇଗଲା ବୋଲି, କ’ଣ କ’ଣ ଚିହ୍ନମାନ ଦେଖାଯିବ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଯେଉଁ ସମୟରେ ଏହିସବୁ ସଫଳ ହେବା ସନ୍ନିକଟ ହେବ, ସେ ସମୟର ଲକ୍ଷଣ କଅଣ, ତାହା ଆମ୍ଭମାନଙ୍କୁ କହନ୍ତୁ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଯେଉଁ ସମୟରେ ଏହି ସବୁ ସଫଳ ହେବା ସନ୍ନିକଟ ହେବ, ସେ ସମୟର ଲକ୍ଷଣ କ'ଣ, ତାହା ଆମ୍ଭମାନଙ୍କୁ କହନ୍ତୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜುಕ್ “ಹೆ ಸಗ್ಳೆ ಹೊತಲೊ ಎಳ್ ಕನ್ನಾ ಯೆತಾ, ಅನಿ ಕಾಯ್-ಕಾಯ್ ಹೊತಾ, ಹೆ ಸಗ್ಳೆ ಹೊವ್ಲಾ ಮನುಕ್ ವಳಕ್ ಕಾಯ್ ಮನುನ್ ಅಮ್ಕಾ ಸಾಂಗ್” ಮನುನ್ ಇಚಾರ್‍ಲ್ಯಾನಿ.