Mark 14:21 — Compare Translations

7 translations compared side by side

Odia - 1840
"ମନୁଷ୍ଯପୁତ୍ରଙ୍କୁ ଯାଇ ମରିବାକୁ ପଡିବ। ଏହା ଘଟିବ ବୋଲି ଶାସ୍ତ୍ର ରେ ଲଖାେଅଛି। କିନ୍ତୁ ଯେଉଁଲୋକ ମନୁଷ୍ଯ ପୁତ୍ରଙ୍କୁ ବିଶ୍ବାସଘାତକତା କରିବ, ସହେି ଲୋକ ଯଦି ଜନ୍ମ ହାଇେ ନ ଥାଆନ୍ତି, ତବେେ ବହୁତ ଭଲ ହାଇେଥାଆନ୍ତା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖା ଅଛି, ସେହିପରି ସେ ପ୍ରୟାଣ କରୁଅଛନ୍ତି ସତ୍ୟ, କିନ୍ତୁ ଯେଉଁ ଲୋକ ଦ୍ଵାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ତର ପାତ୍ର! ସେହି ଲୋକର ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।
Odia BSI (ପବିତ୍ର ବାଇବଲ (CL) NT (BSI))
ଶାସ୍ତ୍ରରେ ଲେଖାଯାଇଥିବା ଅନୁଯାୟୀ ମନୁଷ୍ୟପୁତ୍ର ମୃତ୍ୟୁଭୋଗ କରିବେ। କିନ୍ତୁ ଯେଉଁ ଲୋକ ତାହାଙ୍କ ପ୍ରତି ବିଶ୍ୱାସଘାତକତା କରିବ, ତା’ର ଦଶା କେତେ ଭୟଙ୍କର ହେବ। ସେ ଜନ୍ମ ହୋଇ ନ ଥିଲେ ବରଂ ତା’ ପକ୍ଷେ ଭଲ ହୋଇ ଥାଆନ୍ତା।”
Odia Bible ERV 2004 (ପବିତ୍ର ବାଇବଲ)
ମନୁଷ୍ୟପୁତ୍ରଙ୍କୁ ଯାଇ ମରିବାକୁ ପଡ଼ିବ। ଏହା ଘଟିବ ବୋଲି ଶାସ୍ତ୍ରରେ ଲେଖାଅଛି। କିନ୍ତୁ ଯେଉଁ ଲୋକ ମନୁଷ୍ୟପୁତ୍ରଙ୍କୁ ବିଶ୍ୱାସଘାତକତା କରିବ, ସେହି ଲୋକ ଯଦି ଜନ୍ମ ହୋଇ ନ ଥା’ନ୍ତା, ତେବେ ବହୁତ ଭଲ ହୋଇଥା’ନ୍ତା।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖାଅଛି, ସେହିପରି ସେ ଯାଉଅଛନ୍ତି ସତ୍ୟ, କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର! ସେହି ଲୋକ ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।”
Odia IRV 2017 (ଓଡିଆ ବାଇବେଲ)
ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖା ଅଛି, ସେହିପରି ସେ ଯାଉଅଛନ୍ତି ସତ୍ୟ, କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର! ସେହି ଲୋକ ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାନ୍ତା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಪವಿತ್ರ್ ಪುಸ್ತಕಾತ್ ಲಿವಲ್ಲ್ಯಾ ಪರ್ಕಾರ್ ಮಾನ್ಸಾಚೊ ಲೆಕ್ ಮರುಕುಚ್ ಪಾಜೆ ಅನಿ ಮರ್ತಾ, ಖರೆ ತೆಕಾ ಘಾತ್ ಕರ್‍ತಲ್ಯಾ ಮಾನ್ಸಾಚಿ ಗತ್, ಮಿಯಾ ಕಾಯ್ ಸಾಂಗು! ತೊ ಮಾನುಸ್ ಜಲ್ಮುಕುಚ್ ನಸ್ಲ್ಯಾರ್ ತೆಕಾಚ್ ಕವ್ಡೆಕಿ ಬರೆ ಹೊತ್ತೆ” ಮಟ್ಲ್ಯಾನ್.