Mark 14:39 — Compare Translations

7 translations compared side by side

Odia - 1840
"ପୁଣି ଯୀଶୁ ଫରେିଗଲେ ଓ ସହେିଭଳି କହି ପ୍ରାର୍ଥନା କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ପୁନର୍ବାର ଯାଇ ପୂର୍ବ ପରି କଥା କହି ପ୍ରାର୍ଥନା କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ସେଠାରୁ ଆଉ ଥରେ ଦୂରକୁ ଯାଇ ପୂର୍ବ ପରି ପ୍ରାର୍ଥନା କଲେ ଏବଂ
Odia Bible ERV 2004 (ପବିତ୍ର ବାଇବଲ)
ପୁଣି ଯୀଶୁ ଫେରିଗଲେ ଓ ସେହିଭଳି କହି ପ୍ରାର୍ଥନା କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ପୁନର୍ବାର ଯାଇ ପୂର୍ବ ପରି କଥା କହି ପ୍ରାର୍ଥନା କଲେ।
Odia IRV 2017 (ଓଡିଆ ବାଇବେଲ)
ସେ ପୁନର୍ବାର ଯାଇ ପୂର୍ବ ପରି କଥା କହି ପ୍ରାର୍ଥନା କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾನಾ ಅನಿ ಎಗ್ದಾ ತೊ ಧುರ್ ಗೆಲೊ ಅನಿ ತ್ಯಾಚ್ ಗೊಸ್ಟಿಯಾನಿ ತೆನಿ ಮಾಗ್ನಿ ಕರ್‍ಲ್ಯಾನ್.