Mark 14:4 — Compare Translations
7 translations compared side by side
Odia - 1840
"ଏହା ଦେଖି ସଠାେରେ ଉପସ୍ଥିତ ଥିବା କେତକେ ଲୋକ ଖୁବ୍ ବିରକ୍ତ ହେଲେ ଓ ପରସ୍ପର କୁହାକୁହି ହେଲେ, ଅତରକୁ ଏଭଳି କାହିଁକି ନଷ୍ଟ କରାଗଲା?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ କେତେକ ଲୋକ ବିରକ୍ତ ହୋଇ ପରସ୍ପରକୁ କହିଲେ, ତୈଳ କାହିଁକି ଏପରି ନଷ୍ଟ ହେଲା?
Odia BSI (ପବିତ୍ର ବାଇବଲ (CL) NT (BSI))
ସେଠାରେ ଥିବା କେତେକ ଲୋକ ତାହାର ଏହି କାର୍ଯ୍ୟ ଦେଖି ବିରକ୍ତ ହେଲେ ଏବଂ ପରସ୍ପର ଭିତରେ କୁହାକୁହି ହେଲେ, “ଏହି ସଗନ୍ଧି ତୈଳକୁ ଏପରି ଭାବରେ ନଷ୍ଟ କରିଦେବା ଉଚିତ୍ ହେଲା କି?
Odia Bible ERV 2004 (ପବିତ୍ର ବାଇବଲ)
ଏହା ଦେଖି ସେଠାରେ ଉପସ୍ଥିତ ଥିବା କେତେକ ଲୋକ ଖୁବ୍ ବିରକ୍ତ ହେଲେ ଓ ପରସ୍ପର କୁହାକୁହି ହେଲେ, “ଅତରକୁ ଏଭଳି କାହିଁକି ନଷ୍ଟ କରାଗଲା?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ କେତେକ ଲୋକ ବିରକ୍ତ ହୋଇ ପରସ୍ପରକୁ କହିଲେ, ତୈଳ କାହିଁକି ଏପରି ନଷ୍ଟ ହେଲା?
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ କେତେକ ଲୋକ ବିରକ୍ତ ହୋଇ ପରସ୍ପରକୁ କହିଲେ, ତୈଳ କାହିଁକି ଏପରି ନଷ୍ଟ ହେଲା?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಥೈ ಹೊತ್ತಿ ಉಲ್ಲಿ ಲೊಕಾ “ಹೆ ಎವ್ಡೆ ಮ್ಹಾಗ್ರೆ ತೆಲ್ ಕಶ್ಯಾಕ್ ಹಾಳ್ ಕರ್ಲೆ?” ಮನುನ್ ಎಕಾಮೆಕಾತ್ನಿ ಮನುಲಾಗಲ್ಲ್ಯಾನಿ.