Mark 14:40 — Compare Translations

7 translations compared side by side

Odia - 1840
"ତା'ପରେ ସେ ଶିଷ୍ଯମାନଙ୍କ ପାଖକୁ ପୁଣି ଫରେି ଆସିଲେ ଓ ଦେଖିଲେ ଯେ, ସମାନେେ ପୁଣି ଶାଇେ ପଡିଛନ୍ତି। ସମାନଙ୍କେ ଆଖି ନିଦ ରେ ମାଡି ପଡୁଥିଲା। ଶିଷ୍ଯମାନେ ଜାଣି ପାରୁ ନଥିଲେ ଯେ, ସମାନେେ ଯୀଶୁଙ୍କୁ କ'ଣ ଉତ୍ତର ଦବେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁନଶ୍ଚ, ସେ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କ ଆଖି ମାଡ଼ିପଡ଼ୁଥିଲା, ଆଉ ସେମାନେ ତାହାଙ୍କୁ କି ଉତ୍ତର ଦେବେ, ତାହା ଜାଣି ନ ଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପୁଣି ଥରେ ଫେରିଆସି ଦେଖିଲେ, ଶିଷ୍ୟମାନେ ନିଦ୍ରିତ - ସେମାନେ ଆଖି ପତା ଖୋଲି ପାରୁ ନ ଥିଲେ। ତାଙ୍କୁ ସେମାନେ କି ଉତ୍ତର ଦେବେ, ଜାଣି ପାରିଲେ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ସେ ଶିଷ୍ୟମାନଙ୍କ ପାଖକୁ ପୁଣି ଫେରି ଆସିଲେ ଓ ଦେଖିଲେ ଯେ, ସେମାନେ ପୁଣି ଶୋଇପଡ଼ିଛନ୍ତି। ସେମାନଙ୍କ ଆଖି ନିଦରେ ମାଡ଼ି ପଡ଼ୁଥିଲା। ଶିଷ୍ୟମାନେ ଜାଣି ପାରୁ ନ ଥିଲେ ଯେ, ସେମାନେ ଯୀଶୁଙ୍କୁ କ’ଣ ଉତ୍ତର ଦେବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁନଶ୍ଚ ସେ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କ ଆଖି ମାଡ଼ିପଡ଼ୁଥିଲା, ଆଉ ସେମାନେ ତାହାଙ୍କୁ କି ଉତ୍ତର ଦେବେ, ତାହା ଜାଣି ନ ଥିଲେ।
Odia IRV 2017 (ଓଡିଆ ବାଇବେଲ)
ପୁନଶ୍ଚ ସେ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କ ଆଖି ମାଡ଼ିପଡ଼ୁଥିଲା, ଆଉ ସେମାନେ ତାହାଙ୍କୁ କି ଉତ୍ତର ଦେବେ, ତାହା ଜାଣି ନ ଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾನಾ ಜೆಜು ಅಪ್ನಾಚ್ಯಾ‍ ಶಿಸಾನಿಕ್ಡೆ ಫಾಟಿ ಯೆಲೊ ಅನಿ ತೆನಿ ನಿಜಲ್ಲೆ ಬಗಟ್ಲ್ಯಾನ್, ತೆಂಕಾ ಡೊಳೆ ಉಗ್ಡುಕ್ ಸೈತ್ ಹೊಯ್ನಶಿ, ತೆಕಾ ಕಾಯ್ ಸಾಂಗುಚೆ ಮನುನ್ ತೆಂಕಾಚ್ ಕಳಿನಸಿ.