Mark 14:42 — Compare Translations

7 translations compared side by side

Odia - 1840
"ଠିଆ ହୁଅ। ଆମ୍ଭମାନେେ ଏଥର ୟିବା। ଦେଖ, ମାେତେ ବିଶ୍ବାସଘାତକତା କରି ଧ ରଇେ ଦବୋ ଲୋକ ଏବେ ଆସୁଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଉଠ, ଆମ୍ଭେମାନେ ଯିବା; ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଉଠ, ଯିବା, ଦେଖ, ମୋତେ ଧରାଇଦେବା ଲୋକ ଆସି ପହଞ୍ôଚଗଲାଣି।”
Odia Bible ERV 2004 (ପବିତ୍ର ବାଇବଲ)
ଠିଆ ହୁଅ। ଆମ୍ଭେମାନେ ଏଥର ଯିବା। ଦେଖ, ମୋତେ ବିଶ୍ୱାସଘାତକତା କରି ଧରେଇ ଦେବା ଲୋକ ଏବେ ଆସୁଛି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଉଠ, ଆମ୍ଭେମାନେ ଯିବା, ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ।”
Odia IRV 2017 (ଓଡିଆ ବାଇବେଲ)
ଉଠ, ଆମ୍ଭେମାନେ ଯିବା, ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಉಟಾ, ಜಾಂವಾ, ಬಗಾ, ತ್ಯಾ ಲೊಕಾಂಚ್ಯಾ ಹಾತಿತ್ ಧರುನ್ ದಿತಲೊ ಯೆವ್ಲಾ” ಮಟ್ಲ್ಯಾನ್.